ETV Bharat / city

ଗମେଣ୍ଟ ସ୍କୁଲ ଗୀତ ଗାଇ ଚର୍ଚ୍ଚାରେ ଭାଇରାଲ ବୟ ତ୍ରୈଲୋକ୍ୟ - trailokya-sing-a-song-with-papu-pampam

ଭାଇରାଲ ବୟ ତ୍ରୈଲୋକ୍ୟ । ଏବେ ତାଙ୍କର ଆଉ ଏକ ଗୀତ ଆସିଛି 'ଗମେଣ୍ଟ ସ୍କୁଲ ପିଲା ଲିଟିଲ ଷ୍ଟାର ହେଇଚି' । ଅଧିକ ପଢନ୍ତୁ...

trailokya-sing-a-song-with-papu-pampam
ପୁଣି ଆଉ ଏକ ଗୀତ ଗାଇଲେ ଭାଇରାଲ ବୟ ତ୍ରୈଲୋକ୍ୟ ରାୟ
author img

By

Published : May 9, 2021, 6:53 AM IST

ଭୁବନେଶ୍ବର: ଗୀତ ଗାଇଲେ ଭାଇରାଲ ବୟ ତ୍ରୈଲୋକ୍ୟ ରାୟ । ହାସ୍ୟ ଅଭିନେତା ପପୁ ପମପମଙ୍କ ସହ ମିଶି ଗାଇଲେ ଗୀତ । ବାଲିପାଟଣାର ତ୍ରିଲୋଚନ ରାୟଙ୍କ ପୁଅ ତ୍ରୈଲୋକ୍ୟ ରାୟଙ୍କ ଡାଇଲଗ ଏବେ ସମସ୍ତଙ୍କ ମୁହଁରେ ରହିଛି । ସୋସିଆଲ ମିଡିଆ ଠାରୁ ସାଙ୍ଗଙ୍କ ସହ କଥା ହେଲା ବେଳେ ସମସ୍ତେ ଏହି ଡାଇଲଗ ମାରୁଛନ୍ତି । ଯାହାଙ୍କ ଡାଏଲଗ ଏବେ ବେଶ ଭାଇରାଲ ହୋଇଛି । ସେହି ଭାଇରାଲ ବୟଙ୍କ ନୂଆ ଗୀତ 'ମୁଁ ପ୍ରଥମ ଶ୍ରେଣୀରେ ପଢୁଛି' ଖୁବ ଭାଇରାଲ ହୋଇଥିଲା ।

ପୁଣି ଆଉ ଏକ ଗୀତ ଗାଇଲେ ଭାଇରାଲ ବୟ ତ୍ରୈଲୋକ୍ୟ ରାୟ

ଏବେ ତାଙ୍କର ଆଉ ଏକ ଗୀତ ଆସିଛି 'ଗମେଣ୍ଟ ସ୍କୁଲ ପିଲା ଲିଟିଲ ଷ୍ଟାର ହେଇଚି' । ଆଉ ଏହି ଗୀତଟିକୁ ନିଶା ଷ୍ଟୁଡିଓ ଆସି ତ୍ରୈଲୋକ୍ୟ ଗୀତ ରେକର୍ଡିଂ କରିଛନ୍ତି ।

ଗୀତଟିକୁ ଶବ୍ଦରେ ସଜେଇଛନ୍ତି ମିଲନ ମହାପାତ୍ର ଓ ସ୍ୱରରେ ସଜେଇଛନ୍ତି ଶିବମ ଦାସ । ତେବେ ଏହି ଗୀତ ଲୋକପ୍ରିୟ ହେବ ବୋଲି ଆଶା କରିଛନ୍ତି ଅଭିଜିତ୍ । ହାସ୍ୟ ଅଭିନେତା ପପୁ ପମପମଙ୍କ ସହ ମିଶି ତ୍ରୈଲୋକ୍ୟ ଗାଇଥିବା ବେଳେ ଗୀତର ଷ୍ଟୁଡିଓ ଭର୍ସନ ଖୁବ ଶୀଘ୍ର ରିଲିଜ ହେବ ବୋଲି କହିଛନ୍ତି ଗୀତିକାର ମିଲନ ମହାପାତ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.