ETV Bharat / city

ବିମାନବନ୍ଦର ଛାତ ଭୁଶୁଡିବା ଘଟଣା: ତଦନ୍ତ ପରେ ହେବ କାରଣ ସ୍ପଷ୍ଟ - ଘଟଣାର କରାଯାଉ ତଦନ୍ତ

ଭୁବନେଶ୍ବରସ୍ଥିତ ବିମାନବନ୍ଦରରେ ଅଘଟଣ । ଘଟଣାର ତଦନ୍ତ ପରେ କାରଣ ସ୍ପଷ୍ଟ ହେବ କହିଲେ ପର୍ଯ୍ୟଟନମନ୍ତ୍ରୀ । ଏହାସହ ସେ ଘଟଣାସ୍ଥଳର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ashok panda visit biju pattanaik air port
ଘଟଣା ତଦନ୍ତ ପରେ ଜଣାପଡିବ କାର
author img

By

Published : Jan 25, 2020, 11:35 AM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣା । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ କହିଲେ ଅଶୋକ ପଣ୍ଡା । ଏହାସହ କେଉଁ ପରିସ୍ଥିତିରେ ଓ କିପରି ନିର୍ମାଣାଧୀନ କୋଠ ଭୁଶୁଡିଲା, ସେନେଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ମଧ୍ୟ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ।

ଘଟଣା ତଦନ୍ତ ପରେ ଜଣାପଡିବ କାର

ରାତି ପ୍ରାୟ 10.30 ସମୟରେ ଏହି ଅଘଟଣ ଘଟିଥିବାବେଳେ, ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର । ମୃତକ ଜଣକ ବଡମ୍ବା ଅଞ୍ଚଳ ଅନ୍ତର୍ଯ୍ୟାମୀ ଗୁରୁ ବୋଲି ଜଣାପଡିଛି । ଅନ୍ୟପଟେ, ଘଟଣାସ୍ଥଳରେ ପୋଲିସ, CISF, ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏହାସହ ଘଟଣାସ୍ଥଳରେ କଣ୍ଟ୍ରାକ୍ଟର ଟିମ ଓ ସିଆରସି ଟିମ ମଧ୍ୟ ଉପସ୍ଥିତି ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.