ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ୧୬୫୨ କୋଭିଡ ଆକ୍ରାନ୍ତ

author img

By

Published : Aug 5, 2021, 8:47 PM IST

କୋରୋନାରୁ ଶନିବାର ରାଜ୍ୟରେ ଆଉ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ ୧୬୫୨ ଜଣ
ରାଜ୍ୟରେ ସୁସ୍ଥ ହେଲେ ୧୬୫୨ ଜଣ

ଭୁବନେଶ୍ବର: କୋରୋନାରୁ ଶନିବାର ରାଜ୍ୟରେ ଆଉ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 1652 Covid patients have recovered and are being discharged on 05.08.2021

    511 from Khordha
    206 from Cuttack
    127 from Puri
    83 from Jajapur
    81 from Jagatsinghpur
    79 from Nayagarh
    72 from Bhadrak
    61 from Mayurbhanj
    55 from Baleswar
    44 from Anugul
    36 from Kendrapara

    — H & FW Dept Odisha (@HFWOdisha) August 5, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୨୦୬, ପୁରୀରୁ ୧୨୭, ବଲାଙ୍ଗୀରରୁ ୨, ଝାରସୁଗୁଡ଼ାରୁ ୧୨, ବରଗଡ଼ରୁ ୮, ନବରଙ୍ଗପୁରରୁ ୧୧, ସମ୍ବଲପୁରରୁ ୧୫, ଯାଜପୁରରୁ ୮୩, କଳାହାଣ୍ଡିରୁ ୫, ମୟୂରଭଞ୍ଜରୁ ୬୧, ରାୟଗଡ଼ାରୁ ୧୪, ଗଞ୍ଜାମରୁ ୯, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୭୯, ସୋନପୁରରୁ ୧୮, ଜଗତସିଂହପୁରରୁ ୮୧, କୋରାପୁଟରୁ ୪, ବାଲେଶ୍ବରରୁ ୫୫, ଭଦ୍ରକରୁ ୭୨, ଗଜପତିରୁ ୩, କେନ୍ଦ୍ରାପଡ଼ାରୁ ୩୬, ଦେବଗଡ଼ରୁ ୧୦, କନ୍ଧମାଳରୁ ୧୫, ମାଲକାନଗିରିରୁ ୪, ଢ଼େଙ୍କାନାଳରୁ ୨୪, ବୌଦ୍ଧରୁ ୪ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 24 from Dhenkanal
    18 from Sonepur
    15 from Kandhamal
    15 from Sambalpur
    14 from Rayagada
    13 from Keonjhar
    12 from Jharsuguda
    11 from Nabarangpur
    11 from Sundargarh
    10 from Deogarh
    9 from Ganjam
    8 from Bargarh
    5 from Kalahandi
    4 from Boudh
    4 from Koraput
    4 from Malkangiri

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.