ETV Bharat / city

ମଙ୍ଗଳବାର କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତକାଲି କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। 2021-22 ଆର୍ଥିକ ବଜେଟ ବ୍ୟୟବରାଦକୁ ମିଳିବ ଅନୁମୋଦନ । ଅଧିକ ପଢନ୍ତୁ...

author img

By

Published : Feb 8, 2021, 7:40 PM IST

ଆସନ୍ତାକାଲି  କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ମଙ୍ଗଳବାର କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। 2021-22 ଆର୍ଥିକ ବଜେଟ ବ୍ୟୟବରାଦକୁ ମିଳିବ ଅନୁମୋଦନ ।

ଆସନ୍ତା 18 ତାରିଖରେ ବଜେଟ୍ ଅଧିବେଶନ । ଏଥର ବଜେଟ୍ କିଭଳି ହେବ ସେନେଇ ଚାଳିଛି ବିଚାର ବିମର୍ଶ । ଅର୍ଥନୀତି ବିଶେଷଜ୍ଞ, ବିଭାଗୀୟ ଅଧିକାରୀ, ସାମାଜିକ ସଙ୍ଗଠନ, ସାଧାରଣ ଜନତାଙ୍କ ମତାମତକୁ ଆଧାର କରି ତିଆରି ଚାଲିଛି ବଜେଟ। କୋଭିଡ଼ ରାଜ୍ୟର ଆର୍ଥିକ ସ୍ଥିତିକୁ ଯେଭଳି ଢ଼ଙ୍ଗରେ ବିଗାଡ଼ିଛି ସେଥିରେ ସୁଧାର ଆଣିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.