ETV Bharat / city

Tokyo Olympics: ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସାଇକେଲ ରାଲି - ଟୋକିଓ ଅଲମ୍ପିକ

ଜୁଲାଇ ୨୩ରୁ ଆରମ୍ଭ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ । ଟୋକିଓ ଅଲମ୍ପିକରେ ଭାରତୀୟ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ପାଇଁ ସାଇକେଲ ରାଲି । ଅଧିକ ପଢନ୍ତୁ...

Tokyo Olympics:ଭାରତୀୟ ଖେଳାଳିଙ୍କ ଉତ୍ସାହିତ କରିବା ପାଇଁ ସାଇକେଲ ରାଲି

author img

By

Published : Jul 28, 2021, 12:12 PM IST

ଭୁବନେଶ୍ବର: ଜୁଲାଇ ୨୩ରୁ ଆରମ୍ଭ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ । ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଭାରତୀୟ ଖେଳାଳିଙ୍କ ଉତ୍ସାହ ବୃଦ୍ଧି କରିବା ପାଇଁ ଚିୟର ଫର ଇଣ୍ତିଆ (cheer 4 India) ପକ୍ଷରୁ ସାଇକେଲ ରାଲି କରାଯାଇଛି । ଆଜି ସକାଳେ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Tokyo Olympics:ଭାରତୀୟ ଖେଳାଳିଙ୍କ ଉତ୍ସାହିତ କରିବା ପାଇଁ ସାଇକେଲ ରାଲି

ଏଥିରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.