ETV Bharat / city

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା - ସୋନପୁରରେ ୨୨ ମିମି

ବୁଧବାର ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ୨୫.୦୭ ମିମି ବର୍ଷା ରେକର୍ଡ କରାଯାଇଛି। ଅଧିକ ପଢନ୍ତୁ...

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା
author img

By

Published : Feb 5, 2020, 2:30 PM IST

ଭୁବନେଶ୍ବର: ବୁଧବାର ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ୨୫.୦୭ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିଭଳି ସୋନପୁରରେ ୨୨ ମିମି, ଅନୁଗୋଳରେ ୧୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଆକାଶ ମେଘାଛନ୍ନ ରହିବା ସହିତ ଉପକୂଳ ଓଡିଶାରେ ସମସ୍ତ ଜିଲ୍ଲାରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା

ତାପମାତ୍ରା ବୃଦ୍ଧି ହେତୁ ଥଣ୍ଡାର ପ୍ରକୋପ ହ୍ରାସ ପାଇବ ଏବଂ ଘନ କୁହଡିର ପ୍ରଭାବ କମ୍ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପାଣିପାଗ ବିଶେଷଜ୍ଞ ଚରଣ ବେହେରା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱରର ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ସୂଚନା।

Body:ବୁଧବାର ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି।ଗତ ୨୪ ଘଣ୍ଟାରେ ବୌଦ୍ଧରେ ୨୫.୦୭ ମିମି ବର୍ଷା ରେକର୍ଡ କରାଯାଇଛି।ସେହିଭଳି ସୋନପୁର ରେ ୨୨ ମିମି,ଅନୁଗୁଳ ରେ ୧୩ ମିମି ବର୍ଷା ରେକର୍ଡ କରାଯାଇଛି।ଆସନ୍ତା ୨୪ ଘଣ୍ଟାରେ ଆକାଶ ମେଘାଛନ୍ନ ରହିବା ସହିତ ,ଉପକୂଳ ଓଡିଶାରେ ସମସ୍ତ ଜିଲ୍ଲା ଗୁଡିକରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ,ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ତାପମାତ୍ରା ବୃଦ୍ଧି ହେତୁ ଥଣ୍ଡାର ପ୍ରକୋପ ହ୍ରାସ ପାଇବ।ଏବଂ ଘନ କୁହଡି ର ପ୍ରଭାବ କମ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପାଣିପାଗ ବିଶେଷଜ୍ଞ ଚରଣ ବେହେରା କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.