ETV Bharat / city

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ? - ଆଜିର ପେଟ୍ରୋଲ ଡିଜେଲ ଦର

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?
Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?
author img

By

Published : Jul 26, 2022, 6:49 AM IST

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର102.96 94.56
ଅନୁଗୋଳ104.9096.37
ବାଲେଶ୍ବର103.2394.81
କଟକ103.2895.22
ଗଞ୍ଜାମ103.7796.17
ପୁରୀ103.4795.16
ସମ୍ବଲପୁର103.2395.41
କେନ୍ଦ୍ରାପଡା103.1194.66
ବଲାଙ୍ଗୀର105.6797.17
ମାଲକାନଗିରି108.92100.30

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର102.96 94.56
ଅନୁଗୋଳ104.9096.37
ବାଲେଶ୍ବର103.2394.81
କଟକ103.2895.22
ଗଞ୍ଜାମ103.7796.17
ପୁରୀ103.4795.16
ସମ୍ବଲପୁର103.2395.41
କେନ୍ଦ୍ରାପଡା103.1194.66
ବଲାଙ୍ଗୀର105.6797.17
ମାଲକାନଗିରି108.92100.30
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.