ETV Bharat / city

ରାଜ୍ୟରେ ଆରୋଗ୍ୟ ହେଲେ 728 କୋରୋନା ଆକ୍ରାନ୍ତ

ଆଜି ଆରୋଗ୍ୟ ହୋଇଛନ୍ତି 728 କୋରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 30,8102 ରେ ପହଞ୍ଚିଛି।

728 କୋରୋନା ଆକ୍ରାନ୍ତ ଆରୋଗ୍ୟ
728 କୋରୋନା ଆକ୍ରାନ୍ତ ଆରୋଗ୍ୟ
author img

By

Published : Nov 25, 2020, 8:45 PM IST

ଭୁବନେଶ୍ବର: ରାଜ୍ୟରେ ଆଜି (ବୁଧବାର) ଆରୋଗ୍ୟ ହୋଇଛନ୍ତି 728 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3,08, 102 ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

corona
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ବୁଧବାର ଖୋର୍ଦ୍ଧାରୁ ସର୍ବାଧିକ 103 ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ 73, ସୁନ୍ଦରଗଡରୁ 67, ନୂଆପଡାରୁ 44, କଟକରୁ 42, ବାଲେଶ୍ବରରୁ 37, ବଲାଙ୍ଗିରରୁ 32, ଜଗତସିଂହପୁରରୁ 30, କେନ୍ଦ୍ରାପଡ଼ାରୁ 30, ସମ୍ବଲପୁରରୁ 28, ଷ୍ଟେଟ ପୋଲରୁ 26 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

corona
ମୋଟ ସୁସ୍ଥ ସଂଖ୍ୟା ଏବେ 30,8102

ସେହିପରି କେନ୍ଦୁଝରରୁ 25, ଅନୁଗୋଳରୁ 24, ବରଗଡରୁ 21, ଝାରସୁଗୁଡାରୁ 17, ଯାଜପୁରରୁ 14,କଳାହାଣ୍ଡିରୁ 14, ଢେଙ୍କାନାଳରୁ 13, ପୁରୀରୁ 13, ଭଦ୍ରକରୁ 11, ଦେଓଗଡରୁ 10, ମାଲକାନଗିରିରୁ 10, ନବରଙ୍ଗପୁରରୁ 10, ଗଞ୍ଜାମରୁ 9, ନୟାଗଡ଼ରୁ 7, ସୋନପୁରରୁ 7, କନ୍ଧମାଳରୁ 5, ରାୟଗଡାରୁ 3 , କୋରାପୁଟରୁ 2 ଓ ବୌଦ୍ଧରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

corona
728 କୋରୋନା ରୋଗୀ ସୁସ୍ଥ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.