ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ

author img

By

Published : Apr 14, 2021, 8:46 PM IST

ରାଜ୍ୟରେ ପୁଣି ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ । ନୂଆପଡାରୁ ସର୍ବାଧିକ 120 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥହାର 3ଲକ୍ଷ 41ହଜାର 733କୁ ବୃଦ୍ଧି ।

ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ 610 କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିମଧ୍ୟରୁ ନୂଆପଡାରୁ ସର୍ବାଧିକ 120 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ

ସେହିପରି ଖୋର୍ଦ୍ଧାରୁ 102, ସୁନ୍ଦରଗଡରୁ 80,ବରଗଡରୁ 43, ଝାଡସୁଗୁଡାରୁ 29, କଟକରୁ 28, କେନ୍ଦୁଝରରୁ 25, କଳାହାଣ୍ଡିରୁ 24, ସମ୍ବଲପୁରରୁ 21, ଗଞ୍ଜାମରୁ 18, ପୁରୀରୁ 15,ଯାଜପୁରରୁ 14, ବଲାଙ୍ଗିରରୁ 12, ବାଲେଶ୍ବରରୁ 11, ମୟୁରଭଞ୍ଜରୁ 9, ନବରଙ୍ଗପୁରରୁ8, ଜଗସିଂହପୁରରୁ 7, ଅନୁଗୁଳରୁ 5, କୋରାପୁଟରୁ5, ଭଦ୍ରକରୁ3, ଗଜପତି ଓ ରାୟଗଡାରୁ 2ଜଣ ଲେଖାଏଁ ,ବୌଦ୍ଧ, ଦେଓଗଡ, କନ୍ଧମାଳ, କେନ୍ଦ୍ରାପଡା ଓ ନୟାଗଡରୁ ଜଣେ ଲେଖାଏଁ ଏବଂ ଷ୍ଟେଟପୁଲରୁ 22 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥହାର 3ଲକ୍ଷ 41ହଜାର 733ରେ ପହଞ୍ଚିଛି ।

ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 610 କରୋନା ଆକ୍ରାନ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.