ETV Bharat / city

ରାଜ୍ୟରେ ପୁଣି 39 ଜୀବନ ନେଲା ମହାମାରୀ

author img

By

Published : Jun 17, 2021, 12:44 PM IST

ରାଜ୍ୟରେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଆଜି ରାଜ୍ୟରେ 39 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 39 ମୁଣ୍ଡ ନେଲା ମହାମାରୀ
ରାଜ୍ୟରେ ପୁଣି 39 ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଆଜି ରାଜ୍ୟରେ ପୁଣି 39 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ମୃତକଙ୍କ ମଧ୍ୟରେ ବରଗଡରୁ ଜଣେ 30 ବର୍ଷିୟ ପୁରୁଷ ଅଛନ୍ତି ।

ସେହିପରି ବୌଦ୍ଧରୁ 52 ବର୍ଷିୟ ମହିଳା ଓ 34 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 34, 98, 52 ବର୍ଷିୟ ପୁରୁଷ, 93ବର୍ଷିୟ ମହିଳା, କଟକରୁ 34, 64, 60 ବର୍ଷିୟ ପୁରୁଷ, 50 ବର୍ଷିୟ ମହିଳା, ଢେଙ୍କାନାଳରୁ 47 ବର୍ଷିୟ ପୁରୁଷ, ଗଞ୍ଜାମରୁ 56, 30 ବର୍ଷିୟ ପୁରୁଷ ଓ 54 ବର୍ଷିୟ ମହିଳା, ଜଗତସିଂହପୁରରୁ 39, 54, 37 ବର୍ଷିୟ ପୁରୁଷ, ଝାରସୁଗୁଡାରୁ 54, 37ବର୍ଷିୟ ପୁରୁଷ, 60, 55,60,36 ବର୍ଷିୟ ମହିଳା, କଳାହାଣ୍ଡିରୁ 75 ବର୍ଷିୟ ମହିଳା, 60, 45 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 40 ବର୍ଷିୟ ମହିଳା ଓ 76 ବର୍ଷିୟ ପୁରୁଷ, ନବରଙ୍ଗପୁରରୁ 47 ବର୍ଷିୟ ମହିଳା ଓ 43 ବର୍ଷିୟ ପୁରୁଷ, ନୂଆପଡାରୁ 43 ବର୍ଷିୟ ପୁରୁଷ, ପୁରୀରୁ 42,40, 70 ବର୍ଷିୟ ପୁରୁଷ, 41 ବର୍ଷିୟ ମହିଳା, ସୁବର୍ଣ୍ଣପୁରରୁ 78 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ 45, 46, 29, 52 ବର୍ଷିୟ ପୁରୁଷ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.