ETV Bharat / city

ଆଜି ରାଜ୍ୟରେ 2,010 କୋରୋନା ସୁସ୍ଥ , ଖୋର୍ଦ୍ଧାରେ ସର୍ବାଧିକ

ଆଜି 30 ଟି ଜିଲ୍ଲାରେ 2,010 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ସର୍ବାଧିକ 269 ଜଣ ଆରୋଗ୍ୟ ହୋଇଛନ୍ତି ।

corona recovery
ଆଜି ରାଜ୍ୟରେ 2,010 କୋରୋନା ସୁସ୍ଥ
author img

By

Published : Oct 27, 2020, 8:14 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ମଙ୍ଗଳବାର) କୋରୋନାରୁ ଆରୋଗ୍ୟ ହେଲେ 2,010 ଜଣ ଆକ୍ରାନ୍ତ । ଯେଉଁଥିରୁ କୋରୋନା ସୁସ୍ଥରେ ଖୋର୍ଦ୍ଧାରେ ସର୍ବାଧିକ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆରୋଗ୍ୟ ସଂଖ୍ୟା 2,68,115ରେ ପହଞ୍ଚିଛି ।

ଆଜି 30 ଟି ଜିଲ୍ଲାରେ 2,010 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ସର୍ବାଧିକ 269 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 164, ମୟୁରଭଞ୍ଜରେ 103, ସୁନ୍ଦରଗଡରେ 102, ସୋନପୁରରେ 99, କେନ୍ଦୁଝରରେ 89, ବଲାଙ୍ଗିରରେ 86, ବରଗଡରେ 79, ଯାଜପୁରରେ 75, ଅନୁଗୁଳରେ 73, ନବରଙ୍ଗପୁରରେ 73 ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ବାଲେଶ୍ବରରେ 72, ଜଗତସିଂହପୁରରେ 67, କଳାହାଣ୍ଡିରେ 65, ନୟାଗଡରେ 63, କେନ୍ଦ୍ରାପଡାରେ 61, ସମ୍ବଲପୁରରେ 53, ପୁରୀରେ 47, ଝରସୁଗୁଡ଼ାରେ 46, ନୂଆପଡାରେ 43, ଭଦ୍ରକରେ 40, ଢେଙ୍କାନାଳରେ 38, କୋରାପୁଟରେ 30, ମାଲକଙ୍ଗିରରେ 29, କନ୍ଧମାଳରେ 27, ଗଞ୍ଜାମରେ 22, ବୌଦ୍ଧରେ 18, ଦେଓଗଡରେ 15, ରାୟଗଡାରେ 7 ଓ ଷ୍ଟେଟ ପୋଲରେ 55 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.