ETV Bharat / city

45 ଡିଗ୍ରୀ ସହ ଟିଟଲାଗଡ ପାଲଟିଲା ତତଲାଗଡ

ଆସନ୍ତା 24 ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଟିଟିଲାଗଡ଼ 45.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ଥିବା କହିଛି ପାଣିପାଗ ବିଭାଗ ।

author img

By

Published : May 18, 2019, 12:01 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେପଟେ ଅନେକ ଜିଲ୍ଲା ସୂର୍ଯ୍ୟଙ୍କ ପ୍ରକୋପର ଶୀକାର ହେବା ନେଇ ମଧ୍ୟ ରହିଛି ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର ମାଲକାନଗିରି, କେରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପଟେ ଟିଟିଲାଗଡ଼ 45.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ଥିବା କହିଛି ପାଣିପାଗ ବିଭାଗ । ଠିକ ସେହିଭଳି ରାଜ୍ୟର 10 ଟି ଜିଲ୍ଲାରେ ତାପମାତ୍ର 40 ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି ।

ଭୁବନେଶ୍ବରର ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.