ETV Bharat / city

ଫାଟିଲା ଟ୍ରକ ଚକା: ରାଜଧାନୀରେ ଟ୍ରାଫିକ ଅଚଳାବସ୍ଥା - ଟ୍ରକ ଚକା ଫାଟିବା ଘଟଣା

ଚକେଇଶିଆଣି ବ୍ରିଜ ପୂର୍ବରୁ ଏକ 14 ଚକିଆ ଟ୍ରକର ଚକା ଫାଟିଯିବା ଫଳରେ ପୁରା ରାଜଧାନୀରେ ଚକା ଜାମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଫାଟିଲା ଟ୍ରକ ଚକା, ରାଜଧାନୀରେ ଟ୍ରାଫିକ ଅଚଳାବସ୍ଥା

author img

By

Published : Mar 17, 2021, 9:03 PM IST

ଭୁବନେଶ୍ବର : ଚକେଇଶିଆଣି ବ୍ରିଜ ପୂର୍ବରୁ ଏକ 14 ଚକିଆ ଟ୍ରକର ଚକା ଫାଟିଯିବା ଫଳରେ ପୁରା ରାଜଧାନୀରେ ଚକା ଜାମ ଦେଖିବାକୁ ମିଳିଛି । ଚକା ଫାଟିବା ପରେ ଟ୍ରକଟି ରାସ୍ତା ମଝିରେ ଅଟକି ରହିବା ଯୋଗୁ ଏକ ଘଣ୍ଟା ଧରି ଲାଗି ରହିଛି ଟ୍ରାଫିକ ଜାମ ରହିଥିବା ଦେଖିବାକୁ ମିଳିଛି । ଅବସ୍ଥା ଏମିତି ହୋଇଛି ଯେ ଚକେଇଶିଆଣି ପର୍ଯ୍ୟନ୍ତ କଟକ ଯିବା ମୁସ୍କିଲ ।

ଫାଟିଲା ଟ୍ରକ ଚକା, ରାଜଧାନୀରେ ଟ୍ରାଫିକ ଅଚଳାବସ୍ଥା

ଏପରିକି କିଛି ଗାଡିକୁ ଜୟଦେବ ବିହାର ଓଭରବ୍ରିଜ ଠାରୁ ଡାଇଭରସନ ଦିଆଯାଇଛି । ଏପରିକି ପଟିଆ ଦେଇ ଯିବା ପାଇଁ କୁହାଯାଇଥିବାବେଳେ ସେପଟ ରୁଟରେ ଭିଡ଼ ପାଇ ମଧ୍ୟ ଚକାଜାମ ପରିସ୍ଥିତି ଦେଖାଦେଇଛି । ଫଳରେ ରାସ୍ତା ଉପରୁ 14 ଚକିଆ ଟ୍ରକକୁ ଚକ ଲଗାଇ ଗଡାଇ ନେବା ପାଇଁ ପ୍ରୟାସ ଜାରି କରିଛନ୍ତି ଟ୍ରାଫିକ କର୍ମଚାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.