ETV Bharat / city

କୋଭିଡ ପରିଚାଳନା: ସିଏମସିକୁ ପୁଣି 15 କୋଟି ମଞ୍ଜୁର - କୋଭିଡ଼ ପରିଚାଳନା

କଟକ ସହରରେ କୋଭିଡ଼ ମୁକାବିଲା ଲାଗି ଅତିରିକ୍ତ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଗୁରୁବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ସିଏମସିକୁ ପୁଣି 15 କୋଟି
ସିଏମସିକୁ ପୁଣି 15 କୋଟି
author img

By

Published : Jun 3, 2021, 5:14 PM IST

ଭୁବନେଶ୍ବର: କଟକ ସହରରେ କୋଭିଡ଼ ମୁକାବିଲା ଲାଗି ଅତିରିକ୍ତ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ ମ୍ୟୁନିସିପାଲିଟି କର୍ପୋରେସନର କୋଭିଡ୍ ପରିଚାଳନା ପାଇଁ ଏହି 15 କୋଟି ଟଙ୍କା ଖର୍ଚ୍ଚ ହେବ । କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ରିଲିଫ ପାଣ୍ଠିରୁ 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହାପୂର୍ବରୁ ଦୁଇଟି କିସ୍ତିରେ CMCକୁ 26 କୋଟି 71 ଲକ୍ଷ 19 ହଜାର 144 କୋଟି ଟଙ୍କା ଦିଆଯାଇଛି । CMCକୁ ଅନୁମୋଦିତ ମୋଟ ଅର୍ଥ କୋଭିଡ୍ ପରିଚାଳନା ପାଇଁ 41 କୋଟି 71 ଲକ୍ଷ 19 ଲକ୍ଷ 19 ହଜାର 144 ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.