ETV Bharat / city

ଅକ୍ସିଜେନ ଜେନେରେଟର ତିଆରି କଲେ ରାଜଧାନୀର ଯୁବ ଇଞ୍ଜିନିଅର - ଅକ୍ସିଜେନ ଜେନେରେଟର

ରାଜ୍ୟରେ ଏବେ ଅମ୍ଳଜାନର ସଙ୍କଟ ଦେଖାଯାଉଥିବା ବେଳେ ନିଜସ୍ବ ଜ୍ଞାନକୌଶଳରେ ଅକ୍ସିଜେନ ଜେନେରେଟର ନିର୍ମାଣ କଲେ ଇଞ୍ଜିନିଅର। ଅଧିକ ପଢନ୍ତୁ...

ଅକ୍ସିଜେନ ଜେନେରେଟର ତିଆରୀ କଲେେ ଇଞ୍ଜିନିୟର
ଅକ୍ସିଜେନ ଜେନେରେଟର ତିଆରୀ କଲେେ ଇଞ୍ଜିନିୟର
author img

By

Published : May 19, 2021, 5:52 PM IST

ଭୁବନେଶ୍ବର: ରାଜ୍ୟରେ ଏବେ ଅମ୍ଳଜାନର ସଙ୍କଟ ଦେଖାଯାଉଥିବା ବେଳେ ନିଜସ୍ବ ଜ୍ଞାନକୌଶଳରେ ଅକ୍ସିଜେନ ଜେନେରେଟର ନିର୍ମାଣ କଲେ ଇଞ୍ଜିନିୟର। ସାଧାରଣତଃ ପାଣିରୁ ଏଭଳି ନିଆରା ପ୍ରୟାସ କରିଛନ୍ତି ଭୁବନେଶ୍ବର ଇଞ୍ଜିନିୟର ଜ୍ୟୋତି ରଞ୍ଜନ ମହାରଣା ।

ଅକ୍ସିଜେନ ଜେନେରେଟର ତିଆରୀ କଲେେ ଇଞ୍ଜିନିୟର

ସ୍ବଳ୍ପ ଖର୍ଚ୍ଚରେ ଏହି ଜେନେରେଟର ବିଶେଷ କରି ଥଣ୍ଡାଜନିତ ରୋଗ ଥିବା ଲୋକଙ୍କ ପାଇଁ ପ୍ରାଥମିକ ସ୍ତରରେ ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟାରୁ ମୁକ୍ତି ଦେବ। ବର୍ତ୍ତମାନ ଏହି ଜେନେରେଟର ତିଆରିର ସମସ୍ତ ପ୍ରଣାଳୀ ଶେଷ ହୋଇଥିବା ବେଳେ ବୈଜ୍ଞାନିକ ଓ ଡାକ୍ତରଙ୍କ ଗ୍ରୀନ ସିଗନାଲ ପରେ ଏହା ଲୋକଙ୍କ ହିତରେ ଲାଗିପାରିବ ବୋଲି ଜ୍ୟୋତି କହିଛନ୍ତି । ଏହାପୂର୍ବରୁ ବାଇକ ଆମ୍ବୁଲାନ୍ସ ଓ କଫିନ ତିଆରି କରି ବେଶ୍ ଚର୍ଚ୍ଚାରେ ଥିଲେ ଜ୍ୟୋତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.