ETV Bharat / city

‘ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି’ - ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ । ଯେତେବେଳେ ହାଇଦର ପରି ଗ୍ୟାଙ୍ଗଷ୍ଟାର ଖସି ପଳାଉଛି ସେତେବେଳେ ପୋଲିସ ବିଭାଗରେ କଣ ଚାଲିଛି ତାହା ଜଣାପଡୁଛି । ଏପରି ମନ୍ତବ୍ୟ ଦେଇ ପୋଲିସ ଡିଜିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

ରାଜ୍ୟରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି

author img

By

Published : Apr 14, 2021, 6:50 PM IST

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ । ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଯେତେବେଳେ ହାଇଦର ପରି ଗ୍ୟାଙ୍ଗଷ୍ଟାର ଖସି ପଳାଉଛି ସେତେବେଳେ ପୋଲିସ ବିଭାଗରେ କଣ ଚାଲିଛି ତାହା ଜଣାପଡୁଛି । ଏପରି ମନ୍ତବ୍ୟ ଦେଇ ପୋଲିସ ଡିଜିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏବେ ତ ମୁହଁ ଖୋଲନ୍ତୁ ଡ଼ିଜି । ହାଇଦରକୁ ପୁଣି ଧରିବା ଲାଗି କଣ ବ୍ୟବସ୍ଥା କରୁଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.