ETV Bharat / city

ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ଜର୍ମାନୀ ରାଷ୍ଟ୍ରଦୂତ

author img

By

Published : Sep 2, 2021, 5:20 PM IST

ଓଡିଶା ଗସ୍ତରେ ଆସିଥିବା ଜର୍ମାନୀ ରାଷ୍ଟ୍ରଦୂତ ଓ୍ବାଲଟର ଜେ ଲିନ୍ଦନେର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି । ରାଜଭବନରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ନେଇ ରାଜଭବନ ପକ୍ଷରୁ ମିଳିଛି ସୂଚନା। ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ଜର୍ମାନୀ ରାଷ୍ଟ୍ରଦୂତ  ଓ୍ବାଲଟର ଜେ ଲିନ୍ଦନେର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ଜର୍ମାନୀ ରାଷ୍ଟ୍ରଦୂତ ଓ୍ବାଲଟର ଜେ ଲିନ୍ଦନେର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି । ରାଜଭବନରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଏନେଇ ରାଜଭବନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ସେହିପରି ଓ୍ବାଲଟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିବା ସୂଚନା ରହିଛି । ଏନେଇ ଓ୍ବାଲଟର ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଓଡିଶା ଗସ୍ତରେ ଆସିଥିବା ଜର୍ମାନୀ ରାଷ୍ଟ୍ରଦୂତ ଓ୍ବାଲଟରଙ୍କର ଆଜି 2 ଦିନ । ସେହିପରି ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭେଟିଛନ୍ତି ଓ୍ବାଲଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.