ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ଜର୍ମାନୀ ରାଷ୍ଟ୍ରଦୂତ ଓ୍ବାଲଟର ଜେ ଲିନ୍ଦନେର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି । ରାଜଭବନରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଏନେଇ ରାଜଭବନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
-
HE Mr @AmbLindnerIndia, Ambassador of Germany in India paid a courtesy visit to Hon'ble Governor at Raj Bhavan today.@GermanyinIndia pic.twitter.com/fZoMtYnnw4
— Governor Odisha (@GovernorOdisha) September 2, 2021 " class="align-text-top noRightClick twitterSection" data="
">HE Mr @AmbLindnerIndia, Ambassador of Germany in India paid a courtesy visit to Hon'ble Governor at Raj Bhavan today.@GermanyinIndia pic.twitter.com/fZoMtYnnw4
— Governor Odisha (@GovernorOdisha) September 2, 2021HE Mr @AmbLindnerIndia, Ambassador of Germany in India paid a courtesy visit to Hon'ble Governor at Raj Bhavan today.@GermanyinIndia pic.twitter.com/fZoMtYnnw4
— Governor Odisha (@GovernorOdisha) September 2, 2021
ସେହିପରି ଓ୍ବାଲଟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିବା ସୂଚନା ରହିଛି । ଏନେଇ ଓ୍ବାଲଟର ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଓଡିଶା ଗସ୍ତରେ ଆସିଥିବା ଜର୍ମାନୀ ରାଷ୍ଟ୍ରଦୂତ ଓ୍ବାଲଟରଙ୍କର ଆଜି 2 ଦିନ । ସେହିପରି ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭେଟିଛନ୍ତି ଓ୍ବାଲଟର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ