ETV Bharat / city

କୋରୋନା ବିରୋଧରେ ବଡ ଲଢେଇ ଆରମ୍ଭ ହୋଇଛି: ଧର୍ମେନ୍ଦ୍ର ପ୍ରଧାନ

ଆରମ୍ଭ ହୋଇଯାଇଛି ମହାମାରୀର ମହାଅଭିଯାନ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ସଫଳ ରୂପାୟନ ହେବ ବୋଲି କହିଛନ୍ତି । ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

author img

By

Published : Jan 16, 2021, 12:23 PM IST

କୋରୋନା ବିରୋଧରେ ବଡ ଲଢେଇ ଆରମ୍ଭ ହୋଇଛି: ଧର୍ମେନ୍ଦ୍ର ପ୍ରଧାନ
କୋରୋନା ବିରୋଧରେ ବଡ ଲଢେଇ ଆରମ୍ଭ ହୋଇଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ମହାମାରୀ ବିରୋଧରେ ମହାଅଭିଯାନ । ବିଶ୍ବର ସବୁଠୁ ବଡ଼ ଟୀକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକଲ୍ୟାଣ ମାର୍ଗରୁ ଉଦଘାଟନ କରିଛନ୍ତି । ବିଶ୍ବର ଏହା ସବୁଠାରୁ ବଡ ଭ୍ୟାକ୍ସିନ ଡ୍ରାଇଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ସଫଳ ରୂପାୟନ ହେବ ବୋଲି କହିଛନ୍ତି । ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ। କୋରୋନା ସରିନି, ଆମକୁ ସତର୍କ ରହିବାକୁ ହେବ। କେନ୍ଦ୍ର ସରକାରଙ୍କ ଏସଓପିକୁ ମାନିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.