ETV Bharat / city

ନୂଆ ଭୂତାଣୁ ସଂକ୍ରମଣ ନେଇ ଆତଙ୍କ: 62 ବ୍ରିଟେନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

author img

By

Published : Dec 28, 2020, 4:04 PM IST

Updated : Dec 28, 2020, 5:45 PM IST

ନୂଆ ଭୂତାଣୁ ସଂକ୍ରମଣ ନେଇ ଚିନ୍ତା । 181 ଜଣ ବ୍ରିଟେନରୁ ଓଡିଶା ଫେରିଛନ୍ତି । 62 ଜଣଙ୍କ ପତ୍ତା ପାଉନି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

Terror over new virus infection
ନୂଆ ଭୂତାଣୁ ସଂକ୍ରମଣ ନେଇ ଆତଙ୍କ: 62 ବ୍ରିଟେନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ନୂଆ ଭୂତାଣୁର ସଂକ୍ରମଣ ଶକ୍ତି ପୁରୁଣା ଠାରୁ 70 ପ୍ରତିଶତ ଅଧିକ। ହେଲେ କୋଭିଡ 19 ପରି ଲକ୍ଷଣ ରହିଛି। ଟୀକାକରଣ କରିବା ପାଇଁ ଯଥେଷ୍ଟ ଲୋକ ରହିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ଦେବା ପରେ ସମ୍ପ୍ରସାରଣ କରାଯିବ। ବ୍ରିଟେନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ। ନଭେମ୍ବର 30ରୁ ଡିସେମ୍ବର 21 ଯାଏଁ ବ୍ରିଟେନରୁ 181 ଜଣ ଓଡ଼ିଶା ଫେରିଛନ୍ତି । ଯେଉଁଥିରୁ 119 ଜଣଙ୍କ ପତ୍ତା ମିଳିଛି ।

ସେମାନଙ୍କ ପରୀକ୍ଷଣ କରାଯାଇଛି । ସେଥିରୁ 6 ପଜିଟିଭ ବାହାରିଛନ୍ତି। ହେଲେ ବାକି 62 ଜଣ ଭୁଲ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି। ଜେନମ ସିକ୍ୟୁଏନ୍ସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଲାବ୍ରୋଟୋରୀ ଦେବେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ଦାସ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 28, 2020, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.