ETV Bharat / city

କୋରୋନା ପାଇଁ କମିବ ସିଲାବସ

କୋରନା ପାଇଁ ସିଲାବସ ହ୍ରାସ କରାଯିବ
କୋରନା ପାଇଁ ସିଲାବସ ହ୍ରାସ କରାଯିବ
author img

By

Published : Jul 22, 2020, 2:04 PM IST

Updated : Jul 22, 2020, 3:26 PM IST

13:55 July 22

କୋରୋନା ପାଇଁ ସିଲାବସ ହ୍ରାସ କରାଯିବ

କୋରନା ପାଇଁ ସିଲାବସ ହ୍ରାସ କରାଯିବ

ଭୁବନେଶ୍ବର: କୋରୋନା ପାଇଁ କମିବ ପିଲାଙ୍କ ବୋଝ । ଚଳିତ ବର୍ଷ କୋରୋନା ପାଇଁ ସିଲାବସ ହ୍ରାସ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି । ସଂକ୍ରମଣ କାରଣରୁ କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁନାହିଁ ।  

ତେବେ ସିଲାବସ କମିବା ନେଇ ପ୍ରଥମରୁ ଦଶମ ଯାଏଁ SCERT ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବେ। ସେହିଭଳି ଯୁକ୍ତ 2 ପାଇଁ ସିଏଚଏସଇ ନିଷ୍ପତ୍ତି ନେବ। ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷାବର୍ଷର ବାକି ଅଛି ତାହାରି ଆଧାରରେ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବେ।

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ସେଥିପାଇଁ ଯଥେଷ୍ଟ ଆଗୁଆ ଜଣାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 22, 2020, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.