ETV Bharat / city

ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଲେ ସୁର

author img

By

Published : Jan 6, 2022, 10:38 PM IST

ରେଲୱେ ମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ପ୍ରବଳ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ମନ୍ତ୍ରୀ ପ୍ରିତିଶୃତି ଦେଇ ରଖିନଥିବା ଅଭିଯୋଗ କଲେ । ଅଧିକ ପଢନ୍ତୁ

ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଲେ ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟରେ ରେଳର ବ୍ୟାପକ ଉନ୍ନତିକରଣ ହେବ । ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ ଷ୍ଟେସନକୁ ଆଧୁନିକୀରଣ କରିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଲେ ଦୀର୍ଘଦିନ ବିତିଯାଇଥିଲେ ବି ନା ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେଲା ନା ଖୋର୍ଦ୍ଧା ରୋଡ ଜଂକ୍ସନ ଆଧୁନିକୀକରଣ ହେଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଦିଲ୍ଲୀ ଡକେଇ ମନ୍ତ୍ରୀ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଖୋର୍ଦ୍ଧା ଜଂକ୍ସନର ଆଧୁନିକୀକରଣ, ଲିଙ୍ଗରାଜଙ୍କ ନାମରେ ଦୁଇଟି ନୂଆ ଟ୍ରେନ ମୁମ୍ବାଇ ଓ ଦିଲ୍ଲୀକୁ ଚାଲିବା ନେଇ କଥା ଦେଇଥିଲେ ହେଲେ କିଛି ହେଲାନାହିଁ । ଫଳରେ ରେଲୱେ ମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ପ୍ରବଳ ବର୍ଷିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.