ETV Bharat / city

କୋଭିଡ ନିୟମ ଉଲ୍ଲଂଘନ ପ୍ରସଙ୍ଗ, ଅପରାଜିତାଙ୍କ ସମର୍ଥନରେ ବାହାରିଲେ ସୁର

author img

By

Published : Oct 10, 2020, 3:55 PM IST

କୋଭିଡ ସମୟରେ ଜନ୍ମଦିନ ପାଳି ଅଡୁଆରେ ଭୁବନେଶ୍ବର ବିଜେପି ସାଂସଦ । ବିନା ମାସ୍କ ଓ ସାମାଜିକ ଦୂରତାରେ ଶତାଧିକ ସମର୍ଥକଙ୍କ ଗହଣରେ ବାର୍ଥଡେ ସେଲିବ୍ରେସନରେ ମସଗୁଲ ଥିଲେ ଏମପି ମହାଶୟା । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଭାଇରାଲ ହୋଇଛି । ତେବେ ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କଣ ପ୍ରତିକ୍ରିୟା ରଖିଛନ୍ତି, ଶୁଣନ୍ତୁ...

କୋଭିଡ ନିୟମ ଉଲ୍ଲଂଘନ ପ୍ରସଙ୍ଗ, ଅପରାଜିତାଙ୍କ ସମର୍ଥନରେ ବାହାରିଲେ ସୁର
କୋଭିଡ ନିୟମ ଉଲ୍ଲଂଘନ ପ୍ରସଙ୍ଗ, ଅପରାଜିତାଙ୍କ ସମର୍ଥନରେ ବାହାରିଲେ ସୁର

ଭୁବନେଶ୍ବର: କୋଭିଡ ସମୟରେ ଜନ୍ମଦିନ ପାଳି ପୁଣି ଅଡୁଆରେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ । ବିନା ମାସ୍କ ଓ ସାମାଜିକ ଦୂରତାରେ ଶତାଧିକ ସମର୍ଥକଙ୍କ ଗହଣରେ ବାର୍ଥଡେ ସେଲିବ୍ରେସନରେ ମସଗୁଲ ଥିଲେ ଏମପି ମହାଶୟା । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ତେବେ ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ସପକ୍ଷରେ ବାହାରିଛନ୍ତି । ସୁର କହିଛନ୍ତି ଯେ, ନାଚିଲେ କିଛି ଅସୁବିଧା ନାହିଁ । ଏମପି ହେଲେ ବୋଲି କଣ ନାଚିବେନି, ନାଚିଲେ କୋଭିଡ ପଳେଇବ । ଆଉ ନେତା ନାଚିଲେ ସମସ୍ତେ ନାଚିବେ, ରାଜ୍ୟର ବି ବିକାଶ ହେବ । ଅପରାଜିତା ଯାହା କରିଛନ୍ତି ଠିକ କରିଛନ୍ତି । କୌଣସି ଭୂଲ କରିନାହାଁନ୍ତି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.