ETV Bharat / city

ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ - food supply department bill pass

ସମବାୟ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହୋଇଛି । ଅଧିକ ପଢନ୍ତୁ...

ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ
author img

By

Published : Nov 21, 2019, 4:04 AM IST

ଭୁବନେଶ୍ବର: ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ । 327 କୋଟି 39 ଲକ୍ଷ 25 ହଜାର ଟଙ୍କାକୁ ମଞ୍ଜୁରି ।

ସମବାୟ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହୋଇଛି । ସାଧାରଣ ବଜେଟରେ 1135 କୋଟି ଟଙ୍କା ବିଭାଗକୁ ଆବଣ୍ଟନ କରାଯାଇଥିଲା । ବିଶେଷ କରି ରାସନ କାର୍ଡ, ଡିଜିଟାଇଜେସନ, ସ୍ବୟଂ କ୍ରିୟ ସୁଲଭ ଦୋକାନ ପାଇଁ ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ 107 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ। ୩୨୭ କୋଟି ୩୯ ଲକ୍ଷ ୨୫ ହଜାର ଟଙ୍କାକୁ ମଞ୍ଜୁରି । ସମବାୟ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ।ସାଧାରଣ ବଜେଟରେ 1135 କୋଟି ଟଙ୍କା ବିଭାଗକୁ ଆବଣ୍ଟନ କରାଯାଇଥିଲା। ବିଶେଷ କରି ରାସନ କାର୍ଡ ଡିଜିଟାଇଜେସନ, ସ୍ୱୟଂ କ୍ରିୟ ସୁଲଭ ଦୋକାନ ପାଇଁ ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ 107 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.