ETV Bharat / city

ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ

ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ ଗସ୍ତ । 5T ଆଧାରରେ କାର୍ଯ୍ୟ କରିବା ସହିତ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 22, 2019, 10:01 PM IST

ଭୁବନେଶ୍ବର: ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ କୃଷି ମନ୍ତ୍ରୀଙ୍କ ଅଚାନକ ଗସ୍ତ । ସଂସ୍ଥା କୁ ଅଧିକ ଦକ୍ଷ କରିବାକୁ ସତ୍ୟନଗର ସ୍ଥିତ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କପ୍ରୋରେସନ ଲିମିଟେଡ଼ କାର୍ଯ୍ୟାଳୟକୁ ସରପ୍ରାଇଜ୍ ଭିଜିଟ କରିଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକ ପେଷାଦାର ଢଙ୍ଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର କୃଷି ଓ କୃଷକ ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଯେପରି ସିଧାସଳଖ ଭାବରେ ହିତାଧିକାରୀଙ୍କ ନିକଟରେ ଏହାର ସୁବିଧା ପହଞ୍ଚିବ, ସେନେଇ ପ୍ରତ୍ୟୋକ କ୍ଷତ୍ରରେ ତତ୍ପରତା ପାଇବା ଆବଶ୍ୟକ ବୋଲି ଅରୁଣ କହିଛନ୍ତି ।

5T ଆଧାରରେ କାର୍ଯ୍ୟକାରୀ ନିଜର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରି ରାଜ୍ୟର ବିକାଶରେ ଅଂଶୀଦାର ହେବା ସହ ସଂସ୍ଥାକୁ ଅଧିକ ଲାଭପ୍ରଦ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କାର୍ଯ୍ୟାଳୟରେ ପରିବେଶକୁ ସ୍ଵଚ୍ଛ ରଖିବା ସହ କର୍ମଚାରୀମାନେ ସମାୟାନୁବର୍ତ୍ତି ହେବା ଉପରେ ଅଧିକ ନଜର ଦେଇଛନ୍ତି ମନ୍ତ୍ରୀ । କର୍ମଚାରୀମାନେ ସେମାନଙ୍କୁ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ ପୁରାଣ ଦିଗରେ ତତ୍ପରତା ପ୍ରକାଶ କରିବା, କୃଷି କ୍ଷତ୍ରରେ ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହାସହ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଓଡିଶା ଆଗ୍ର ଇଣ୍ଡଷ୍ଟ୍ରିଜ କପ୍ରୋରେସନକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ, ସଂସ୍ଥା କୁ ଅଧିକ ଦକ୍ଷ କରିବାକୁ ନିର୍ଦେଶ।

ଓଡିଶା ଆଗ୍ର ଇଣ୍ଡଷ୍ଟ୍ରିଜ କପ୍ରୋରେସନକୁ ଅଧିକ କ୍ରିୟାଶୀଳ କରାଯାଇ ସରକାରୀ ଯୋଜନାର ସୁଫଳ ଚାଷୀ ମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ ରଖାଯାଇଛି। 5 ଟି ଆଧାରରେ କାର୍ଯ୍ୟ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀ ସମ୍ପଦର ବିକାଶକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦିଆଯାଇଛି।

Body:

ସୂଚନା ଅନୁଯାୟୀ, ସତ୍ୟନଗର ସ୍ଥିତ ଓଡିଶା ଆଗ୍ର ଇଣ୍ଡଷ୍ଟ୍ରିଜ କପ୍ରୋରେସନ ଲିମିଟେଡ଼ କାର୍ଯ୍ୟାଳୟ କୁ ଅଚାନକ ଗସ୍ତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ। ଏହି ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକ ପେଷାଦାର ଢଙ୍ଗରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୃଷି ଓ କୃଷକ ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଯେପରି ସିଧାସଳଖ ଭାବରେ ହିତାଧିକାରୀଙ୍କ ନିକଟରେ ପହଂଚିପରିବା ସେନେଇ ପ୍ରାୟେକ କ୍ଷତ୍ରରେ ତତ୍ପରତା ପାଇବା ଆବଶ୍ୟକ।

5ଟି ଆଧାରରେ କାର୍ଯ୍ୟକାରୀ ନିଜର କାର୍ଯ୍ୟଦକ୍ଷତା କୁ ବୃଧିକାରୀ ରାଜ୍ୟର ବିକାଶ ରେ ଅଂଶୀଦାର ହେବା ସହ ସଂସ୍ଥା କୁ ଅଧିକା ଲାଭପ୍ରଦ କରିବାକୁ ପରାମର୍ଶ ଦେଇଛନ୍ତି ଡ଼ଃ ସାହୁ। କାର୍ଯ୍ୟାଳୟରେ ପରିବେଶର ସ୍ଵସ୍ଥତା ରଖିବା ସହ କର୍ମଚାରୀମାନେ ସମାୟାନୁବର୍ତ୍ତି ହେବା ଉପରେ ଅଧିକ ନଜର ଦେଇଛନ୍ତି ମନ୍ତ୍ରୀ। କର୍ମଚାରୀମାନେ ସେମାଙ୍କୁ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ ପୁରାଣ ଦିଗରେ ତତ୍ପରତା ପ୍ରକାଶ କରିବା, କୃଷି କ୍ଷତ୍ରରେ ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଉତ୍ପାଦନ ବୃଧିନିମନ୍ତେ ରାଜ୍ୟ ସରକାର ଅଧିକ ଗୁଋତ୍ୱ ଦେଇଛନ୍ତି। ଏଠି ସହ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ପରାମର୍ଶ ଦେଇଛନ୍ତି।

Visual send wrap।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.