ETV Bharat / city

ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା - ଭୁବନେଶ୍ବର

କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ଷ୍ଟୁଡେଣ୍ଟସ ଫେଡରେସନ ପକ୍ଷରୁ ରାଜ୍ୟ ରାଜଭବନ ସମ୍ମୁଖରେ ଧାରଣା । ଅଧିକ ଖବର ପଢନ୍ତୁ...

ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା
ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା
author img

By

Published : Dec 17, 2019, 12:25 PM IST

Updated : Dec 17, 2019, 2:52 PM IST

ଭୁବନେଶ୍ବର: ଷ୍ଟୁଡେଣ୍ଟ୍ସ ଫେଡରେସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାଜ୍ୟ ରାଜଭବନ ସମ୍ମୁଖରେ ଧାରଣା । କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଛି । ମୋଟ ସିଟର 25ପ୍ରତିଶତ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉ ବୋଲି ବାରମ୍ବାର ଦାବି କରାଯାଉଛି । ହେଲେ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି ।

ନାମଲେଖାରେ ଅଣଦେଖା; ଷ୍ଟୁଡେଣ୍ଟସ ଫେଡରେସନର ଧାରଣା

ଯଦି ସରକାର ଏଭଳି ଚୁପ ରହିବେ କି କୌଣସି ନିଷ୍ପତ୍ତି ନେବେନାହିଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଛାତ୍ର ସଂଘ ପ୍ରକାଶ କରିଛି । ରାଷ୍ଟ୍ରପତି ଆସିବା ସମୟରେ ବି ଏହି ବିଷୟରେ ଏକ 5 ଜଣିଆ ଛାତ୍ର ଟିମ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ । ମାତ୍ର କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଷ୍ଟୁଡେଣ୍ଟସ ଫେଡରେସନ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଷ୍ଟୁଡେଣ୍ଟସ ଫେଡରେସନ ପକ୍ଷରୁ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରାଜ୍ୟ ରାଜଭବନ ସମୂଖ ରେ ଧାରଣା।।
କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନାମଲେଖା ରେ ଓଡ଼ିଆ ଛାତ୍ରଛାତ୍ରୀ ଙ୍କ ଅଣଦେଖା କରାଯାଉଛି ।ମୋଟ ସିଟ ର 25 ଶତକଡା ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉ ବୋଲି ବାରମ୍ବାର ଦାବି କରାଯାଉଛି। ହେଲେ ସରକାର ଏଥି ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଯଦି ସରକାର ଏଭଳି ଚୁପ ରହିବେ କୌଣସି ନିଷ୍ପତ୍ତି ନେବେ ନାହିଁ ଆଗାମୀ ଦିନ ରେ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଛାତ୍ର ସଙ୍ଘ ପ୍ରକାଶ କରିଛି।ରାଷ୍ଟ୍ରପତି ଆସିବା ସମୟ ରେ ବି ଏହି ବିଷୟ ରେ ଏକ 5 ଜଣିଆ ଛାତ୍ର ଟିମ ରାଷ୍ଟ୍ରପତି ଙ୍କୁ ଏହି ବିଷୟ ରେ ଜଣାଇ ଥିଲା ବୋଲି ସଙ୍ଘ ପ୍ରକାଶ କରିଛି।Body:ଷ୍ଟୁଡେଣ୍ଟସ ଫେଡରେସନ ପକ୍ଷରୁ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରାଜ୍ୟ ରାଜଭବନ ସମୂଖ ରେ ଧାରଣା।।
କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନାମଲେଖା ରେ ଓଡ଼ିଆ ଛାତ୍ରଛାତ୍ରୀ ଙ୍କ ଅଣଦେଖା କରାଯାଉଛି ।ମୋଟ ସିଟ ର 25 ଶତକଡା ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉ ବୋଲି ବାରମ୍ବାର ଦାବି କରାଯାଉଛି। ହେଲେ ସରକାର ଏଥି ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଯଦି ସରକାର ଏଭଳି ଚୁପ ରହିବେ କୌଣସି ନିଷ୍ପତ୍ତି ନେବେ ନାହିଁ ଆଗାମୀ ଦିନ ରେ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଛାତ୍ର ସଙ୍ଘ ପ୍ରକାଶ କରିଛି।ରାଷ୍ଟ୍ରପତି ଆସିବା ସମୟ ରେ ବି ଏହି ବିଷୟ ରେ ଏକ 5 ଜଣିଆ ଛାତ୍ର ଟିମ ରାଷ୍ଟ୍ରପତି ଙ୍କୁ ଏହି ବିଷୟ ରେ ଜଣାଇ ଥିଲା ବୋଲି ସଙ୍ଘ ପ୍ରକାଶ କରିଛି।Conclusion:
Last Updated : Dec 17, 2019, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.