ETV Bharat / city

କୋଟିଏ ଟଙ୍କାର ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା STF, ଜଣେ ଗିରଫ - one arrested

ଚାଲିଥିଲା ବଡଧରଣର ବ୍ରାଉନସୁଗାର ଡିଲ , ଚଢାଉ କଲା STF

author img

By

Published : Jul 30, 2021, 11:46 AM IST

Updated : Jul 30, 2021, 12:52 PM IST

11:33 July 30

ଚାଲିଥିଲା ବଡଧରଣର ବ୍ରାଉନସୁଗାର ଡିଲ , ଚଢାଉ କଲା STF

ଭୁବନେଶ୍ବର: ବ୍ରାଉନସୁଗାର ଡିଲ୍ ବେଳେ ମାଡିବସିଲା STF  । ଆଜି ପିପିଲି ନିମାପଡ଼ା ଓଭରବ୍ରିଜ ଉପରେ  ବ୍ରାଉନସୁଗାର ଡିଲ ଚାଲିଥିବା ବେଳେ  STF ଟଢାଉ କରିଛି  । ତେବେ ଚଢାଉ ସମୟରେ ୧କେଜି ୪୮ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା  ମିଳିଛି  ।  

ତେବେ ବ୍ରାଉନସୁଗାର ଡିଲରେ ଜଣକୁ ଗିରଫ କରି ପୁରୀ କୋର୍ଟରେ ଏନଡିପିଏସ ଆକ୍ଟରେ ଚାଲାଣ କରିଛି STF ଟିମ୍।  ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଇମିତାଜ ଖାନ  । ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ଡେଲିଭରି କରୁଥିବା ବେଳେ ଏହା ପୂର୍ବରୁ  ଚଢାଉ କରିଥିଲା  STF । ତେବେ ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ୨୦୨୦ରୁ ଏଯାବତ ୩୫କେଜି ବ୍ରାଉନସୁଗାର ସହ ୬୨କ୍ବିଣ୍ଟାଲ ୫୨କିଲୋ ଗଞ୍ଜେଇ ଜବତ କରିଛି STF ଟିମ୍  ।  

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Last Updated : Jul 30, 2021, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.