ETV Bharat / city

ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା କଳାଭୂମି ଭୁବନେଶ୍ବର - kalabhumi bhubaneswar

ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନ କଳାଭୂମି ଭୁବନେଶ୍ବର । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

State Institute for Development of Arts & Crafts on being accorded with Centre of Excellence status by Govt of India
ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା କଳାଭୂମି ଭୁବନେଶ୍ବର
author img

By

Published : Dec 10, 2020, 10:45 PM IST

ଭୁବନେଶ୍ବର: ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନ କଳାଭୂମି ଭୁବନେଶ୍ବର । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଅଣବୈଷୟିକ ତାଲିମ ଦେବାରେ ଏକ ସରକାରୀ ଅନୁଷ୍ଠାନ ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନ ପାଇଛି।

ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା କଳାଭୂମି ଭୁବନେଶ୍ବର
ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ସ୍ଥାନିତ ହେଲା କଳାଭୂମି ଭୁବନେଶ୍ବର

ଆଜି (ଗୁରୁବାର) ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ କଳାଭୂମି ଭୁବନେଶ୍ବରକୁ ସ୍ଥାନିତ କରାଯାଇଥିଲା । କଳା ଓ ହସ୍ତଶିଳ୍ପକୁ ନେଇ ଏହି ସକରକାରୀ ଅନୁଷ୍ଠାନ ବିଭିନ୍ନ ପ୍ରତିଭାଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଇବାକୁ ଚେଷ୍ଟା କରୁଛି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ସେଣ୍ଟର ଅଫ ଏକ୍ସଲେନ୍ସ ଷ୍ଟାଟସରେ ରାଜ୍ୟ କଳା ଓ ହସ୍ତଶିଳ୍ପ ଅନୁଷ୍ଠାନ କଳାଭୂମି ଭୁବନେଶ୍ବରକୁ ସ୍ଥାନିତ ହୋଇଛି । ଅଣବୈଷୟିକ ତାଲିମକୁ ନେଇ ତଦାରଖ କରୁଛି ଏହି ଅନୁଷ୍ଠାନ । ଏଥିପାଇଁ ମୁଁ ଏହି ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.