ETV Bharat / city

ରଥଯାତ୍ରା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ - ସ୍ବାସ୍ଥ୍ୟମନ୍ତ୍ରୀ

ବଢୁଛି କରୋନା ସଂକ୍ରମଣ । ପରିସ୍ଥିତି ଉପରେ ନଜର ରଖିଛୁ । ଲୋକଙ୍କୁ ସଚେତନ କରାଯାଉଛି । ସଂକ୍ରମଣ ଲକ୍ଷଣ ଥିଲେ ଘରେ ରହି ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ
ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Jun 28, 2022, 9:17 PM IST

ଭୁବନେଶ୍ବର: ବଢୁଛି କରୋନା ସଂକ୍ରମଣ । ପରିସ୍ଥିତି ଉପରେ ନଜର ରଖିଛୁ । ଲୋକଙ୍କୁ ସଚେତନ କରାଯାଉଛି। ସଂକ୍ରମଣ ଲକ୍ଷଣ ଥିଲେ ଘରେ ରହି ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ ।

ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସହଯୋଗରେ କୋଭିଡକୁ ମୁକାବିଲା କରାଯାଇଛି । ଲୋକମାନେ ଯଦି କୋଭିଡ ନିୟମ ମାନିଲେ ନିୟନ୍ତ୍ରଣ କରିହେବ । ଏଥିପାଇଁ ବିଭାଗ ପ୍ରସ୍ତୁତ ରହିଛି ।

ରଥଯାତ୍ରା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି: ସ୍ବାସ୍ଥ୍ୟମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଗତକାଲି ରିଭ୍ୟୁ ମିଟିଂରେ ନିଷ୍ପତ୍ତି ହୋଇଛି ଔଷଧ ନିଗମ ପକ୍ଷରୁ ୧୦ ଲକ୍ଷ ମାସ୍କ ଭକ୍ତ ମାନଙ୍କୁ ବଣ୍ଟାଯିବ। ଯେଭଳି ଭାବରେ କେହି ବିନା ମାସ୍କରେ ରଥଯାତ୍ରାକୁ ଯାଆନ୍ତୁ ନାହିଁ। ସେବାୟତ ମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି। କୋଭିଡ ପାଇଁ ଅକ୍ସିଜେନ ସହିତ ୨୦ଟି ଆଇସିୟୁ ବେଡ ପ୍ରସ୍ତୁତ ହୋଇ ରହିଛି। ଏହାବାଦ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଷ୍ଟେଚର ଆମ୍ବୁଲାନ୍ସ, ଆଡଭାନ୍ସ ଏଣ୍ଡ ବେସିକ ଲାଇଫ ସୋପର୍ଟ ଆମ୍ବୁଲାନ୍ସ ସବୁ ପ୍ରସ୍ତୁତ ହୋଇ ରହିଛି। ୨୦ଜଣ ଫୁଡ ଇନସ୍ପେକ୍ଟରକୁ ମୃତୟନ କରାଯାଇଛି। ଖାଦ୍ୟ ପଦାର୍ଥ ଯାଞ୍ଚ କରିବେ। ଓଆରଏସ ମହଜୁଦ ରହିଛି। ଆଣ୍ଟିଜେନ ଟେଷ୍ଟ ରହିବ। ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ସବୁ ନିର୍ଦେଶକ, ଉପସ୍ଥିତ ରହି ତୀକ୍ଷ୍ଣ ନଜର ରଖିବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ସମସ୍ତ ଭକ୍ତ ଯେଭଳି ଭଲ ଭାବେ ଦର୍ଶନ କରିବେ ସେ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ ଅଛି । ପୂର୍ବରୁ 50 ମଧ୍ୟରେ ରହୁଥିଲା। କିଛି ଦିନ ହେବ ତାହା 70 କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା 100 ପାର କରିଛି । ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଅପିଲ କରାଯାଉଛି ଭିଡକୁ ଯାଆନ୍ତୁ ନାହିଁ । ସବୁବେଳେ ମାକ୍ସ ପରିଧାନ କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.