ETV Bharat / city

ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭୁଲ, କ୍ଷମା ମାଗନ୍ତୁ: ବିଜେପି

author img

By

Published : Apr 8, 2022, 4:24 PM IST

ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏକ ଭୁଲ ନିଷ୍ପତ୍ତି । ସାଂସଦ ସଂସଦରେ ଏଏସଆଇ ଚିଠି କଥା କହୁଥିବା କଥା ମଧ୍ୟ ଭୁଲ ଥିଲା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏକ ଭୁଲ ନିଷ୍ପତ୍ତି: ବିଜେପି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏକ ଭୁଲ ନିଷ୍ପତ୍ତି । ସାଂସଦ ସଂସଦରେ ଏସଆଇ ଚିଠି କଥା କହୁଥିବା କଥା ମଧ୍ୟ ଭୁଲ ଥିଲା । ରାଜ୍ୟ ସରକାର ନିଜ ବିଚାରକୁ ପୁନଃବିଚାର କରିବାର ଆବଶ୍ୟକତା ରହିଛି ଏବଂ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ରଖିବା ଦରକାର ବୋଲି ପୃଥ୍ୱୀରାଜ କହିଛନ୍ତି ।

ସେ ଅଭିଯୋଗ କରି କହିଛନ୍ତି, ସରକାର ତାହା ଖୋଳୁଥିଲେ କଣ ପାଇଁ ? ମନ୍ଦିରର ଭିତ୍ତିଭୂମିକୁ ଦୁର୍ବଳ କରିବା ପାଇଁ ଯୋଜନା କରୁଥିଲ କ’ଣ ପାଇଁ ? ଏଏସଆଇର ବିନା ଅନୁମତିରେ କାର୍ଯ୍ୟ କରି ସରକାର ଖୋଳିଥିବା ବେଳେ ଏବେ ତାକୁ ଫିଲିଙ୍ଗ କରୁଛନ୍ତି । ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ମନୋଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.