ETV Bharat / city

Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା - ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା

ନୂଆପଡାରେ 3 CRPF ଯବାନ ଶହୀଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

author img

By

Published : Jun 21, 2022, 7:52 PM IST

ଭୁବନେଶ୍ବର: ନୂଆପଡାରେ 3 CRPF ଯବାନ ଶହୀଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଶହୀଦ ପରିବାରବର୍ଗଙ୍କ କଥା ହୋଇ ସମବେଦନା ଜଣାଇଛନ୍ତି । ମାଓବାଦୀଙ୍କ ନାରକୀୟ କାଣ୍ଡ ପରେ ଭଇଁଶାଦାନୀରେ ନୂଆପଡ଼ା SP, DIG ରମେଶ ପଣ୍ଡିତ ପହଞ୍ଚିଛନ୍ତି ।

Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା
Jawans martyred in Nuapada: ଶହୀଦଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ, "ନୂଆପଡ଼ା ଜିଲ୍ଲାରେ ୩ ଯବାନ ଶହୀଦ ଖବର ଶୁଣି ମର୍ମାହତ । ଦେଶମାତୃକା ପାଇଁ ମାଓବାଦୀଙ୍କ ସହ ଲଢ଼େଇ କରି ବଳିଦାନ ଦେଇଛନ୍ତି ଯବାନ । ଶହୀଦଙ୍କ ପରିବାରବର୍ଗକୁ ମୁଁ ସମବେଦନା ଜଣାଉଛି ।"

  • Shocked at the unfortunate incident in Nuapada District where 3 CRPF jawans laid down their lives fighting the Maoists valiantly.

    My condolences to the families of the bravehearts.

    — Naveen Patnaik (@Naveen_Odisha) June 21, 2022 " class="align-text-top noRightClick twitterSection" data=" ">

ଆଜି(ମଙ୍ଗଳବାର) କୁମ୍ବିଂ ଅପରେସନ ପାଇଁ CRPF ଯବାନ ନୂଆପଡ଼ାର ମାଓପ୍ରବଣ ଭଇଁଶାଦାନୀ ଗ୍ରାମପଞ୍ଚାୟତ ପାଟଦର ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ମାଓବାଦୀ ଓ CRPF ଯବାନଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ 3 ଜଣ CRPF ଯବାନ ଶହୀଦ ହୋଇଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.