ETV Bharat / city

ଓଡିଶାରେ ମେଟ୍ରୋ ରେଳ ପ୍ରସ୍ତାବ ଦେଇନାହାନ୍ତି ରାଜ୍ୟସରକାର: କେନ୍ଦ୍ରମନ୍ତ୍ରୀ - ଓଡିଶା ମେଟ୍ରୋ ରେଳ ପ୍ରସ୍ତାବ

ଭୁବନେଶ୍ୱରରେ ମେଟ୍ରୋ ରେଳ ନେର୍ଟଓ୍ଵାର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମଳିନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଅଧିକ ପଢନ୍ତୁ...

ଓଡିଶାରେ ମେଟ୍ରୋ ରେଳ ପ୍ରସ୍ତାବ ଦେଇନାହାନ୍ତି ରାଜ୍ୟସରକାର: କେନ୍ଦ୍ରମନ୍ତ୍ରୀ

author img

By

Published : Feb 10, 2021, 10:47 PM IST

ନୂଆଦିଲ୍ଲୀ: ଓଡିଶାରେ ମେଟ୍ରୋ ରେଳ ନେଟୱାର୍କକୁ ନେଇ ସଂସଦରେ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଭୁବନେଶ୍ୱରରେ ମେଟ୍ରୋ ରେଳ ନେଟଓ୍ଵାର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ସହର ପରିବହନ ସହର ବିକାଶର ଏକ ଅଂଶ ହୋଇଥିବା ବେଳେ ଏହା ରାଜ୍ୟର ବିଷୟ । ମେଟ୍ରୋ ରେଳ ସହିତ କାର୍ଯ୍ୟ ଆରମ୍ଭ, ବିକାଶ ଓ ସହର ପରିବହନ ଇନଫ୍ରାଷ୍ଟ୍ରକଚର ରାଜ୍ୟର ଦାୟିତ୍ବ । ତେବେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସହାୟତା ଅର୍ଥ ପ୍ରଦାନ କରନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏପରି କୌଣସି ପ୍ରକାର ପ୍ରସ୍ତାବ ଏଯାଏଁ ରାଜ୍ୟ ସରକାରଙ୍କ ଠାରୁ ମିଳିନଥିବା କହିଛନ୍ତି ହରଦୀପ ସିଂହ ପୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.