ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ: ଆଜି 26 ଜିଲ୍ଲାରୁ 1,384 ଆକ୍ରାନ୍ତ

author img

By

Published : Aug 3, 2020, 11:31 AM IST

Updated : Aug 3, 2020, 12:51 PM IST

ଆଜି ରାଜ୍ୟରେ 26ଟି ଜିଲ୍ଲାରୁ 1384ଟି ନୂଆ କେସ ସାମ୍ନାକୁ ଆସିଛି । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36,297 ରହିଛି ।

ରାଜ୍ୟରେ ବଢୁଛି ସଂକ୍ରମଣ: ଆଜି 26 ଜିଲ୍ଲାରୁ 1384 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଆଜି ରାଜ୍ୟରେ 26ଟି ଜିଲ୍ଲାରୁ 1384ଟି ନୂଆ କେସ ସାମ୍ନାକୁ ଆସିଛି । କ୍ବାରେଣ୍ଟାଇନ କେନ୍ଦ୍ରରୁ 873ଜଣ ଚିହ୍ନଟ ହୋଇଥିବା ବେଳେ 511 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପଟେ ପୁଣି କୋରୋନା 10ଜଣଙ୍କ ଜୀବନ ନେଇଛି ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ସର୍ବାଧିକ 331ଟି କୋଭିଡ କେସ ଗଞ୍ଜାମ ଜିଲ୍ଲାରୁ ଆସିଛି । ସେହିପରି ଅନୁଗୁଳରୁ 13, ବାଲେଶ୍ବରରୁ 79, ବଗରଡରୁ 33, ଭଦ୍ରକରୁ 25, ବଲାଙ୍ଗୀରରୁ 51, କଟକରୁ 89, ଢେଙ୍କାନାଳରୁ 11, ଗଜପତିରୁ 61,ଖୋର୍ଦ୍ଧାରୁ 211, କୋରାପୁଟରୁ 97, ଜଗତସିଂହପୁରରୁ 22, ମାଲକାନଗିରିରୁ 39, ମୟୂରଭଞ୍ଜରୁ 29, ନୟାଗଡରୁ 22, ନୂଆପଡାରୁ 5 ରାୟଗଡାରୁ 38, ସମ୍ବଲପୁରରୁ 93, ସୁନ୍ଦରଗଡରୁ 46 ଓ ପୁରୀରୁ 17ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha
ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36,297 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 21,955ଜଣ ଓ 14,095ଟି ସକ୍ରିୟ କେସ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 3, 2020, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.