ETV Bharat / city

ଆଜି ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ସଭାପତି

author img

By

Published : Aug 16, 2021, 12:20 PM IST

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ସଭାପତି। ଅଧିକ ପଢନ୍ତୁ...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ବର: ଜଣେ ଜନନେତା,ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅନ୍ୟନାମ ଅଟଳ ବିହାରୀ ବାଜପେୟୀ। ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିବାବେଳେ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି ଚାରଣ କରିଛନ୍ତି ସଭିଏଁ ।

ଏହି ମହାନ ଜନନାୟକଙ୍କୁ ଭୁବନେଶ୍ୱର ଏମ୍ସରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କୁ ମନେପକାଇଥିଲେ । ଏହି ସଭାରେ AIIMS ର ସୁପରିଣ୍ଟେଣ୍ଡେଣ୍ଟ ସଚିକାନ୍ତ ମହାନ୍ତି ସମେତ ବିଜେପିର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.