ETV Bharat / city

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: କୌଣସି ଶକ୍ତି ପ୍ରକଳ୍ପ କାମ ବନ୍ଦ କରିପାରିବ ନାହିଁ କହିଲେ ପିନାକୀ

author img

By

Published : May 28, 2022, 5:54 PM IST

ପୁରୀ ଏମପି ପିନାକୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସ୍ବାର୍ଥର ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଏହାର ଜବାବ ପୁରୀ ବାସୀ ଆଗାମୀ ଦିନରେ ଦେବେ । ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଅଧିକ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, କୌଣସି ଶକ୍ତି ପ୍ରକଳ୍ପ କାମ ବନ୍ଦ କରିପାରିବ ନାହିଁ: ପିନାକୀ ମିଶ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଆଜି ପୁରୀ ଆସି ମୁହଁ ଖୋଲିଲେ ସାଂସଦ ପିନାକୀ ମିଶ୍ର । ପିନାକୀ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସ୍ବାର୍ଥର ରାଜନୀତି ଚାଲିଛି। ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଏହାର ଜବାବ ପୁରୀବାସୀ ଆଗାମୀ ଦିନରେ ଦେବେ । ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।

ଦୁନିଆର କୌଣସି ସ୍ବାର୍ଥପର ଏଜେନ୍ସି , ଵ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେ ନାହିଁ ବୋଲି କହିଛନ୍ତି ପିନାକୀ । ଆଉ ଏହା ଆଇନ ଅନୁଯାୟୀ ହେଉଛି କି ବେଆଇନ ଭାବେ ହେଉଛି ତାହା କୋର୍ଟରେ ମାମଲା ଥିବା ବେଳେ ଏନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.