ETV Bharat / city

ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଚିଠି

author img

By

Published : Oct 30, 2019, 11:05 PM IST

ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଭୁବନେଶ୍ବର: ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଘଟଣାର ତଦନ୍ତ ସଠିକ ଭାବରେ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯାଜପୁର ଧର୍ମଶାଳା ବ୍ଳକର ହରିଦଶପୁର ପଞ୍ଚାୟତରେ ପିଇଓ ସ୍ମିତାରାଣୀ ଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ ଏବେ ବି ଅସ୍ପଷ୍ଟ। ହତ୍ୟାକାଣ୍ଡର ରୂପ ଏସପି ଯାହା ରଖିଛନ୍ତି ତାହା ସନ୍ତୋଷଜନକ ନୁହେଁ। ଚାରିତ୍ରିକ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରାଯାଇଛି। ତଦନ୍ତରେ ଅନେକ ଦିଗ ଆଡକୁ ଧ୍ୟାନ ଦିଆଯାଇ ନାହିଁ। 5ଟି କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ଘଟଣା ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଚିଠି। ଯାଜପୁର ଧର୍ମଶାଳା ବ୍ଳକର ହରିଦଶପୁର ପଂଚାୟତରେ ପିଇଓ ସ୍ମିତାରାଣୀ ଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ ଏବେ ବି ଅସ୍ପଷ୍ଟ। ଘଟଣାର ତଦନ୍ତ ସଠିକ ଭାବରେ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ହତ୍ୟାକାଣ୍ଡ ର ରୂପ ଏସପି ଯାହା ରଖିଛନ୍ତି ତାହା ସନ୍ତୋଷଜନକ ନୁହେଁ। ଚାରିତ୍ରିକ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରାଯାଇଛି। ତଦନ୍ତରେ ଅନର୍କ ଦିଗ ଆଡକୁ ଧ୍ୟାନ ଦିଆଯାଇ ନାହିଁ। 5ଟି କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ଘଟଣା ଉପରେ ଫାଷଣ ଦିଅନ୍ତୁ ବୋଲି ସେ କହିଛନ୍ତି।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.