ETV Bharat / city

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ, ୨୬ରୁ ଆରମ୍ଭ ରେଜିଷ୍ଟ୍ରେସନ

author img

By

Published : Jul 25, 2019, 7:12 PM IST

Updated : Jul 25, 2019, 9:00 PM IST

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ । ମୋଟ ୧୭୭୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରକାଶ ପାଇଛି ଦ୍ବିତୀୟ ପର୍ଯ୍ୟାୟ ତଥା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ । ଏଥିରେ ବି.ଟେକ, ଡିପ୍ଲୋମା ଲାଟରାଲ ଏଣ୍ଟ୍ରି, ବିଟେକ ବିଏସସି, ଏମବିଏ, ଏମସିଏ, ଲାଟରାଲ ଏଣ୍ଟ୍ରି ଏମସିଏ, ବିଫାର୍ମ, ଏମ ଫାର୍ମ ଛାତ୍ରଛାତ୍ରୀ ଖାଲିଥିବା ସିଟରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଜେଇଇ (ଓଡିଶା ଯୁଗ୍ମ ପ୍ରବେଶିକା ପରିକ୍ଷା) ଫଳ ଗୁରୁବାର ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଟ ୧୭୭୧୫ ଜଣଙ୍କର ରେଜିଷ୍ଟ୍ରେସନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୦ଟି ସହରର ୩୧ଟି ସେଣ୍ଟରରେ ୧୪୬୨୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪୬୨୨ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ojee.nic.in ଓ odishaje.comରେ ରେଜଲ୍ଟ ଉପଲବ୍ଧ ।

ଜୁଲାଇ ୨୬ରୁ ୩୦ ତାରିଖ ମଧ୍ୟରେ ବି.ଟେକ ପାଇଁ ରେଜିଷ୍ଟ୍ରେସନ ହେବ ଏଭଂ ୧ରୁ ଆଲଟମେଣ୍ଟ ହେବ । ସେହିପରି ୨ରୁ ୩ ତାରିଖ ମଧ୍ୟରେ ଏମବିଏ, ଏମସିଏର ରେଜିଷ୍ଟ୍ରେସନ ହେବା ଏବଂ ୫ରୁ ଆଲର୍ଟମେଣ୍ଟ ହେବ । ଲାଟରାଲଏଣ୍ଟ୍ରି ବିଏସସି ୪ରୁ ୫ମଧ୍ୟରେ ରେଜିଷ୍ଟ୍ରେସନ ଏବଂ ୬ରୁ ସିଟ ଆଲର୍ଟମେଣ୍ଟ। ସେହିପରି ୬ରୁ୭ ମଧ୍ୟରେ ବିଫାର୍ମ ରେଜିଷ୍ଟ୍ରେସନ ୮ରୁ ଆଲର୍ଟମେଣ୍ଟ ହେବାର ସୂଚନା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 25, 2019, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.