ETV Bharat / city

ଲକଡାଉନ ସଟଡାଉନରେ ବୁଲୁଛନ୍ତି ଅନେକ କର୍ମଚାରୀ, ତଥ୍ୟ ଦେବାକୁ କହିଲା କମିସନରେଟ ପୋଲିସ - କମିସନରେଟ ପୋଲିସ ଏବଂ ବିଏମସି ପକ୍ଷରୁ ହେବ କଡା ଚେକିଂ

କୋଭିଡ ମହାମାରୀର ମୁକାବିଲା ପାଇଁ କିଛି ରାଜ୍ୟରେ ସରକାର ଲକଡାଉନ ଓ ସଟଡାଉନ ଲାଗୁ କରିଛନ୍ତି । ଏନେଇ କମିସନରେଟ ପୋଲିସ ଏବଂ ବିଏମସି ପକ୍ଷରୁ ହେବ କଡା ଚେକିଂ । ଏହା ସହ ଯେଉଁ କର୍ମଚାରୀ କୌଣସି କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କ ତଥ୍ୟ ଦେବାକୁ କମିସନରେଟ ପୋଲିସ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛି । ଅଦିକ ପଢନ୍ତୁ...

ଲକଡାଉନ ସଟଡାଉନରେ ବୁଲୁଛନ୍ତି ଅନେକ କର୍ମଚାରି, ତଥ୍ୟ ଦେବାକୁ କହିଲା କମିସନରେଟ ପୋଲିସ

author img

By

Published : May 8, 2021, 7:58 PM IST

ଭୁବନେଶ୍ବର: କୋଭିଡ ମହାମାରୀର ମୁକାବିଲା ପାଇଁ କିଛି ରାଜ୍ୟରେ ସରକାର ଲକଡାଉନ ଓ ସଟଡାଉନ ଲାଗୁ କରିଛନ୍ତି । କିନ୍ତୁ କିଛି ଲୋକ କାମ ବାହାନାରେ ଚାରିଆଡେ ବୁଲୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ଏବେ ରଖାଯିବ ନଜର ।

ଲକଡାଉନ ସଟଡାଉନରେ ବୁଲୁଛନ୍ତି ଅନେକ କର୍ମଚାରି, ତଥ୍ୟ ଦେବାକୁ କହିଲା କମିସନରେଟ ପୋଲିସ
ଲକଡାଉନ ସଟଡାଉନରେ ବୁଲୁଛନ୍ତି ଅନେକ କର୍ମଚାରି, ତଥ୍ୟ ଦେବାକୁ କହିଲା କମିସନରେଟ ପୋଲିସ

ଏପଟେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଇଟିରେ ୫୦ ପ୍ରତିଶତ, ଇଣ୍ଡଷ୍ଟ୍ରିରେ ୫୦ ପ୍ରତିଶତ, କର୍ପୋରେଟ ସେକ୍ଟରରେ ୩୦ ପ୍ରତିଶତ, ପ୍ରାଇଭେଟ ଓ ସିଭିଲ ସୋସାଇଟର ୩୩ ପ୍ରତିଶତ କର୍ମଚାରି ନିୟୋଜିତ ପାଇଁ ଅନୁମତି ଦୋଇଛନ୍ତି । କିନ୍ତୁ କିଛି ଲୋକ ଫେକ୍ ପରିଚୟ ପତ୍ର ଦେଖାଇ ଏଣେତେଣେ ବୁଲୁଥିବା ପୋଲିସ ହତରେ ଧରାପଡ଼ିଛି । ତେଣୁ ଏନେଇ ଯେଉଁ କର୍ମଚାରି ନିୟୋଜିତ ହୋଇଛନ୍ତି ସେମାନଙ୍କ ତଥ୍ୟ ଦେବାକୁ କମିସନରେଟ ପୋଲିସ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛି । କମିସନରେଟ ପୋଲିସ ଓ ବିଏମସି ପକ୍ଷରୁ ଏଦିଗରେ ଏବେ କଡା ଚେକିଂ ହେବ ଓ କେବଳ କର୍ମଚାରିଙ୍କ ରହଣି ସ୍ଥଳରୁ ଅଫିସ ପର୍ଯନ୍ତ ଯିବା ଆସିବା ପାଇଁ ଅନୁମତି ରହିବ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.