ETV Bharat / city

ପର୍ଯ୍ୟଟନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ମୂଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ - speaker called all party meeting in odisha

ପର୍ଯ୍ୟଟନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ମୁଲତବୀ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ରହି ହୋହଲ୍ଲା କରିବାରୁ ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

speaker called all party meeting
ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ମୂଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
author img

By

Published : Nov 28, 2019, 4:44 PM IST

Updated : Nov 28, 2019, 5:57 PM IST

ଭୁବନେଶ୍ବର: ପର୍ଯ୍ୟଟନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ମୁଲତବୀ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ରହି ହୋହଲ୍ଲା କରିବାରୁ ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଇସ୍ତଫା ଦାବି କରି ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସର ସଭ୍ୟ ଗୃହ ମଧ୍ୟକୁ ଆସି ହୋହଲ୍ଲା କରିଥିଲେ । ଗୋଟିଏ ଜିଦ୍‌ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏହି ପ୍ରସଙ୍ଗକୁ ନେଇ ଗୃହ 4 ଥର ମୁଲତବୀ ରହିଥିଲା । ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଗୃହକୁ 15 ମିନିଟ ମୁଲତବୀ ରଖିଥିଲେ ବାଚସ୍ପତି । ଯଦିଓ ବାଚସ୍ପତି ମନ୍ତ୍ରୀଙ୍କୁ ବିବୃତି ରଖିବାକୁ କହିଥିଲେ ତେବେ ବିରୋଧୀଙ୍କୁ ଏହା ସନ୍ତୁଷ୍ଟ କରି ପାରିନଥିଲା । ସୂଚନାଥାଉକି, ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ସମୟରେ ସରକାରୀ ଅର୍ଥରେ ଦୁଇ ମହିଳାଙ୍କୁ ନେଇ ସେ ଯାଇଥିବା ଅଭିଯୋଗ ହୋଇଛି ।

ତେବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ବିଧାନସଭାରେ ବିରୋଧୀ ଦଳ ଆଣିଥିବା ଅଭିଯୋଗ ଉପରେ ମନ୍ତ୍ରୀଙ୍କ ବଦଳରେ ସ୍ପଷ୍ଟିକରଣ ରଖିବେ ସରକାର । ଗୁରୁବାର ଅଧିବେଶନ ଶେଷ ହେବା ପୂର୍ବରୁ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ପରେ ରୁଲିଂ ସଂଶୋଧନ କରି ସରକାରଙ୍କୁ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ଗୃହ ମଧ୍ୟକୁ ଆସି ହୋହଲ୍ଲା କରିଥିଲେ। ଏକ ଜିଦ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏହି ପ୍ରସଙ୍ଗକୁ ନେଇ ଗୃହ 4 ଥର ମୁଲତବୀ ରହିଥିଲା। ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହକୁ 15 ମିନିଟ ମୁଲତବୀ ରଖିଥିଲେ ବାଚସ୍ପତି। ଯଦିଓ ବାଚସ୍ପତି ମନ୍ତ୍ରୀ ଙ୍କୁ ବିବୃତି ରଖିବାକୁ କହିଥିଲେ ତେବେ ବିରୋଧୀଙ୍କ ଏହା ସନ୍ତୁଷ୍ଟ କରି ପାରିନଥିଲା।Body:କConclusion:
Last Updated : Nov 28, 2019, 5:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.