ETV Bharat / city

ଅମାନିଆଙ୍କ ପାଇଁ ଜାରି ହେଲା ହ୍ବାଟସପ ନମ୍ବର, ଖବର ପାଇଲେ ପହଁଞ୍ଚିବ ପୋଲିସ

ଏଣିକି ରାଜଧାନୀରେ ନୂଆ ନିୟମ। ସାମାଜିକ ଦୁରତ୍ବ ଓ ମାସ୍କ ନପିନ୍ଧିଲେ ସିଧାସଳଖ କାର୍ଯାନୁଷ୍ଠାନ। ପୋଲିସ ନୁହେଁ ସାଧାରଣ ଲୋକ ନିୟମ ଉଲଙ୍ଘନକାରିଙ୍କ ଇନଫେରମସନ। ଏଥିପାଇଁ ଜାରି ହୋଇଛି ହ୍ବାଟସପ ନମ୍ବର।

ଅମାନିଆଙ୍କ ପାଇଁ ଜାରି ହେଲା ହ୍ବାଟସପ ନମ୍ବର, ଖବର ପାଇଲେ ପହଁଞ୍ଚିବ ପୋଲିସ
ଅମାନିଆଙ୍କ ପାଇଁ ଜାରି ହେଲା ହ୍ବାଟସପ ନମ୍ବର, ଖବର ପାଇଲେ ପହଁଞ୍ଚିବ ପୋଲିସ
author img

By

Published : Aug 1, 2020, 2:30 PM IST

ଭୁବନେଶ୍ବର: ମାସ୍କ ଓ ସାମାଜିକ ଦୂରତା ନମାନିଲେ ପୋଲିସକୁ ହ୍ବାଟସପ କର। ଜାରିହେଲା ନମ୍ବର। ଏଣିକି ରାଜଧାନୀରେ ନୂଆ ନିୟମ। ସାମାଜିକ ଦୁରତ୍ବ ଓ ମାସ୍କ ନପିନ୍ଧିଲେ ସିଧାସଳଖ କାର୍ଯାନୁଷ୍ଠାନ। ପୋଲିସ ନୁହେଁ ସାଧାରଣ ଲୋକ ନିୟମ ଉଲଙ୍ଘନକାରିଙ୍କ ଇନଫେରମସନ।

ଅମାନିଆଙ୍କ ପାଇଁ ଜାରି ହେଲା ହ୍ବାଟସପ ନମ୍ବର, ଖବର ପାଇଲେ ପହଁଞ୍ଚିବ ପୋଲିସ
ଅମାନିଆଙ୍କ ପାଇଁ ଜାରି ହେଲା ହ୍ବାଟସପ ନମ୍ବର, ଖବର ପାଇଲେ ପହଁଞ୍ଚିବ ପୋଲିସ

ଏଥିପାଇଁ ଜାରି ହୋଇଛି ହ୍ବାଟସପ ନମ୍ବର। ୭୪୪୦୦୦୬୭୦୯ ନମ୍ବର ଜରିଆରେ ଯେକୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରୁଥିବେ ସେମାନଙ୍କ ଭିଡିଓ ସହ କେଉଁ ସ୍ଥାନରେ ନିୟମ ଉଲଙ୍ଘନ କରୁଛନ୍ତି ଡିଟେଲ ଦେଲେ ପୋଲିସ ପହଁଞ୍ଚି ଓ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବ।

ଏନେଇ କଡାକଡି ଭାବେ ନମ୍ବରକୁ କମିସନରେଟ ପୋଲିସର ଟୁଇଟର ସାଇଟରେ ଅପଡେଟ କରାଯିବା ସହ ନମ୍ବର ସର୍କୁଲେଟ କରାଯାଉଛି। ନୂତନ ଭାବେ ଯୋଗ ଦେଇଥିବା ଡିସିପି ଅମାନିଆଙ୍କୁ ସାବାଡ ପାଇଁ ଏଭଳି ପନ୍ଥା ଆପଣାଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.