ETV Bharat / city

ଅପରେସନ ଥିଏଟରରେ ୫ ଫୁଟିଆ ତମ୍ପ - Snake operation by OUAT proffessior

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଧରାପଡିଥିବା ୫ ଫୁଟିଆ ତମ୍ପ ସାପର ଚାଲିଛି ବିରଳ ଅସ୍ତ୍ରୋପଚାର । ଅଧିକ ପଢନ୍ତୁ...

ଅପରେସନ ଥିଏଟରରେ ତମ୍ପ ସାପ
author img

By

Published : Oct 20, 2019, 8:11 PM IST

ଭୁବନେଶ୍ବର: ଅପରେସନ ଥିଏଟରରେ ତମ୍ପ ସାପ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଧରାପଡିଥିବା ୫ ଫୁଟିଆ ତମ୍ପ ସାପର ଚାଲିଛି ବିରଳ ଅସ୍ତ୍ରୋପଚାର । ଏକ ବନିଶି କଣ୍ଟାରେ ଫଶି ଛଟପଟ ହେଉଥିବା ଅବସ୍ଥାରେ ଏହି ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ଚିକିତ୍ସା ପାଇଁ ଓୟୁଏଟିକୁ ଆଣିଥିଲେ ।

ଅପରେସନ ଥିଏଟରରେ ତମ୍ପ ସାପ

ତେବେ ବେକରେ କଣ୍ଟା ଲାଗିଥିବାରୁ ଓୟୁଏଟିରେ ଚାଲିଥିଲା ଅପରେସନ । ଆନାସ୍ଥେସିଆ ଦେଇ ନିସ୍ତେଜ ଅବସ୍ଥାରେ ଆରମ୍ଭ ହୋଇଥିଲା ଅପରେସନ । ମନୁଷ୍ୟଙ୍କ ପରି ସାପର ହାର୍ଟ ପଲସ ଟେଷ୍ଟ କରି ବେକ ଚିରି ବାହାର କରାଯାଇଥିଲା ବନିଶି କଣ୍ଟା । ଯାହାକୁ ୩୦ ମିନିଟ ଧରି ସର୍ଜରୀ କରିଥିଲେ ଓୟୁଏଟିର ପ୍ରାଣୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ବଦିପ ଜେନା ।

ତେବେ ସାପଟି ଏବେ ସୁସ୍ଥ ଥିବାବେଳେ ୨ରୁ ୩ଦିନ ମଧ୍ୟରେ ଅପରେସନ ହୋଇ ନଥିଲେ ସାପର ଅବସ୍ଥା ଗୁରୁତର ହୋଇଥାନ୍ତା ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅପରେସନ ଥିଏଟରରେ ତମ୍ପ ସାପBody:

ଅପରେସନ ଥିଏଟରରେ ତମ୍ପ ସାପ। ଜିଭ କାଡି ହେଉଛି ଫଁ ଫଁ।ସବୁ ଦେଖି ନିସ୍ତେଜ ଏହି ବିଷଧର ସାପ।କାରଣ ଚାଲିଛି ସାପର ବିରଳ ଅସ୍ତ୍ରୋପଚାର।ଏ ହେଉଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଂଚଳରୁ ଧରାପଡିଥିବା ୫ଫୁଟିଆ ତମ୍ପ ସାପ।ଯେକି ଏକ ବନିଶି କଣ୍ଟାରେ ଫଶି ଛଟପଟ ଅସ୍ଥାରେ ସ୍ନେକ ହେଲପ ଲାଇନ ସଦସ୍ଯ କରିଥିଲେ ଉଦ୍ଧାର।
ବାଇଟ-ଶୁଭେନ୍ଦୁ ମଲ୍ଲିକ,ସ୍ନେକ ହେଲପଲାଇନ ସଦସ୍ଯ
ତେବେ ବେକରେ କଣ୍ଟା ଲାଗିଥିବାରୁ ଓୟୁଏଟିରେ ଚାଲିଥିଲା ଅପରେସନ।ଆନାସ୍ଥେସିଆ ଦେଇ ନିସ୍ତେଜ ଅବସ୍ଥାରେ ଆରମ୍ଭ ହୋଇଥିଲା ଅପରେସନ।ମନୁଷ୍ଯ ପରି ସାପରହାର୍ଟ ପଲସ ଟେଷ୍ଟ କରି ବେକ ଚିରି ବାହାର କରାଯାଇଥିଲା ବନିଶି କଣ୍ଟା।ଯାହାକୁ ୩୦ ମିନିଟ ଧରି ସର୍ଜରି କରିଥିଲେ ଓୟୁଏଟିର ପ୍ରାଣି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର।
ବିଶ୍ବଦିପ ଜେନା ,ଆସିଷ୍ଟାଣ୍ଟ ପ୍ରଫେସର ଓୟୁଏଟି
ତେବେ ବିଶେଷ କରି ଖାଦ୍ଯ ଆହାରଣ ପାଇଁ ବନିଶରେ ପଡିଥିବା ମାଛକୁ ଖାଇବା ଚକକରେ ଫସିଯାଇଥିଲା ସାପ।ତେବେ ସାପଟି ଏବେ ସୁସ୍ଥ ଥିବା ବେଳେ ୨ରୁ ୩ଦିନ ମଧ୍ଯରେ ଅପରେସନ ହୋଇନଥିଲେ ଯାଇପାରିଥାନ୍ତା ପ୍ରାଣ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.