ETV Bharat / city

ଦେଶବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ରାଷ୍ଟ୍ରୀୟ ଗାନ ଏକ ମାଧ୍ୟମ: ସମୀର ମହାନ୍ତି - ସମୀର ମହାନ୍ତି ରାଷ୍ଟ୍ରୀୟ ଗାନ

ଦେଶର ମହାପୁରୁଷ ମାନେ ବଳିଦାନ ଦେଇ ଭାରତକୁ ସ୍ଵାଧୀନତା ପ୍ରଦାନ କରିଛନ୍ତି। ସେହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହିତ ନୂଆ ଯୁବପିଢିଙ୍କ ମଧ୍ୟରେ ରାଷ୍ଟ୍ରବାଦ ସୃଷ୍ଟି କରିବା ଆବଶ୍ୟକ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଅଧିକ ପଢନ୍ତୁ...

ଦେଶବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ରାଷ୍ଟ୍ରୀୟ ଗାନ ଏକ ମାଧ୍ୟମ: ସମୀର ମହାନ୍ତି

author img

By

Published : Aug 14, 2021, 10:18 PM IST

ଭୁବନେଶ୍ବର: ଦେଶବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ରାଷ୍ଟ୍ରୀୟ ଗାନ ଏକ ମାଧ୍ୟମ ଅଟେ । ଆସନ୍ତାକାଲି ଦେଶ ପାଳନ କରୁଛି ୭୫ ତମ ସ୍ଵାଧୀନତା ଦିବସ। ଦେଶର ମହାପୁରୁଷ ମାନେ ବଳିଦାନ ଦେଇ ଭାରତକୁ ସ୍ଵାଧୀନତା ପ୍ରଦାନ କରିଛନ୍ତି। ସେହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହିତ ନୂଆ ଯୁବପିଢିଙ୍କ ମଧ୍ୟରେ ରାଷ୍ଟ୍ରବାଦ ସୃଷ୍ଟି କରିବା ଆବଶ୍ୟକ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଦେଶବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ରାଷ୍ଟ୍ରୀୟ ଗାନ ଏକ ମାଧ୍ୟମ: ସମୀର ମହାନ୍ତି

ଦେଶବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ରାଷ୍ଟ୍ରୀୟ ଗାନ ଏକ ମାଧ୍ୟମ ଅଟେ। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ‘ମେରା ମାନ ମେରା’ ରାଷ୍ଟ୍ର ଗାନ ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ‘‘ଗାଇବା ରାଷ୍ଟ୍ର ଗାନ ରଖିବା ଦେଶର ମାନ’’ କାର୍ଯ୍ୟକ୍ରମ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.