ETV Bharat / city

ପ୍ଲାଷ୍ଟିକ ବ୍ୟାନକୁ ନେଇ ପୂର୍ବ ପ୍ରସ୍ତୁତି, ତିଆରି ହେଲାଣି କପଡା ବ୍ୟାଗ - ବସ୍ତି ମହିଳାଙ୍କ ଅଭିନବ ପ୍ରୟାସ

ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡିଲା ଭୁବନେଶ୍ବରସ୍ଥିତ 'ଚେଷ୍ଟା' ଫାଉଣ୍ଡେସନ । ପ୍ଲାଷ୍ଟିକ ବ୍ୟାନକୁ ନଜରରେ ରଖି ଆରମ୍ଭ କରିଛି ପୂର୍ବ ପ୍ରସ୍ତୁତି । ଶିଖରଚଣ୍ଡି ବସ୍ତି ମହିଳାଙ୍କୁ ନେଇ ଆରମ୍ଭ କରିଛି କପଡା ବ୍ୟାଗର ପ୍ରସ୍ତୁତି । ଯେଉଁଥିରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ଏହି ମହିଳାମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 24, 2019, 3:11 PM IST

Updated : Sep 25, 2019, 10:56 AM IST

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ କପଡା ବ୍ୟାଗ । ସ୍ବଚ୍ଛତା ଲାଗି ଶିଖରଚଣ୍ଡି ବସ୍ତି ମହିଳାଙ୍କ ଚଳାଇଛନ୍ତି ପ୍ରୟାସ । 'ଚେଷ୍ଟା' ଫାଉଣ୍ଡେସନର ସହାୟତାରେ ତିଆରି କରୁଛନ୍ତି କପଡା ବ୍ୟାଗ । ଅକ୍ଟୋବର 2ରେ ବ୍ୟାନ ପ୍ଲାଷ୍ଟିକ ବ୍ୟାନ ହେବାକୁ ଯାଉଥିବାବେଳେ, ଏହାକୁ ନଜରରେ ରଖି ହାତ ତିଆରି ବ୍ୟାଗ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ମଙ୍ଗ ଧରିଛନ୍ତି ଏହି ବସ୍ତିର 40 ମହିଳା । ସେନେଇ ତିଆରି କରୁଛନ୍ତି ଭଳିକି ଭଳି କପଡା ବ୍ୟାଗ । ଭ୍ୟାନିଟି ସହ ଜିନିଷ ପତ୍ର ନେବା ଆଣିବାର ବ୍ୟାଗକୁ ତିଆରି କରୁଛନ୍ତି । ପିଲାଙ୍କ ଟିଫିନ ବ୍ୟାଗ ସହ ଥାକ ଥାକର ପରିବା ବ୍ୟାଗ । ରୋଜଗାରକୁ ରୋଜଗାର, ଏମାନେ ସ୍ବଚ୍ଛତାର ବି ଦେଉଛନ୍ତି ବାର୍ତ୍ତା । ଆଉ ସବୁଠୁ ବଡ କଥା ହେଲା ଏଗୁଡିକ ଅଦରକାରୀ କପଡାରୁ ତିଆରି କରାଯାଉଛି ।

ଗୋଟିଏ ବ୍ୟାଗ ପିଛା ଦାମ ରହିଛି 10 ଟଙ୍କା । ଏହାକୁ ତିଆରି କରି ମହିଳା ନିଜକୁ ସ୍ବାବଲମ୍ବୀ କରିବାରେ ସଫଳ ହେବା ସହ ସ୍ବଚ୍ଛତା ଦିଗରେ ପାଦେ ଆଗେଇଛନ୍ତି । ସତରେ ଚେଷ୍ଟା ଫାଉଣ୍ଡେସନର ଏଭଳି ପ୍ରଚେଷ୍ଟା ସ୍ବାଗତ ଯୋଗ୍ୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ନିଜେ ସ୍ୱାଭିଲମ୍ବୀ ହେବା ସହ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବାର ପ୍ରୟାସ ରେ ଭୁବନେଶ୍ୱର ର ବସ୍ତି ମହିଳା

ବସ୍ତି ମହିଳା ଙ୍କ ଅଭିନବ ପ୍ରୟାସ, ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ତିଆରି ପୁରଣା କପଡା ରୁ ତିଆରି କରୁଛନ୍ତି କପଡା ତିଆରି ବ୍ୟାଗ। ଯାହା କୁ କିଣିବା ପାଇଁ ଏବେ ଲୋକଙ୍କ ଭିଡ଼।

ଭିଓ1

ଅକ୍ଟୋବର 2 ତାରିଖ ରୁ ବ୍ୟାନ ହେବ ପ୍ଲାଷ୍ଟିକ, ସିଙ୍ଗିଲ ଇୟୁଜ ପ୍ଲାଷ୍ଟିକ ଓ ପଲିଥିନ ବଦଳ ରେ ବ୍ୟବହାର କରି ହେବ କପଡା ର ବ୍ୟାଗ। ଆଉ ଏହି କପଡା ବ୍ୟାଗ ର ତିଆରି ସହ ବ୍ୟବହାର ବଢ଼ାଇବା ପାଇଁ ଭୁବନେଶ୍ବର ଶିଖରଚଣ୍ଡି ବସ୍ତି ର 40 ଜଣ ମହିଳା। ଚେଷ୍ଟା ଫାଉଣ୍ଡେସନ ତରଫ ରୁ ତିଆରି କରୁଛନ୍ତି ସେମାନେ କପଡା ତିଆରି ବ୍ୟାଗ।

ଭିଓ2
ପ୍ଲାଷ୍ଟିକ ର ସମ୍ପୂର୍ଣ୍ଣ ମୂଳପେଛ କରବା ପାଇଁ ଏହି ମାନେ ମଙ୍ଗ ଧରିଛନ୍ତି ଏହି ଝିଅ ମାନେ। ନିଜ ହାତ ତିଆରି କରୁଛନ୍ତି ଶହ ଶହ କପଡା ବ୍ୟାଗ। ଖାଲି ଯେ ସାଧା ବ୍ୟାଗ ନୁହଁ ଜିନିଷ ପତ୍ର ଆଣିବା ପାଇଁ ତିଆରି କରୁଛନ୍ତି ଭେରାଇଟି ଷ୍ଟାଇଲ ର ବ୍ୟାଗ। ପିଲାଙ୍କ ସ୍କୁଲ ନେବା ପାଇଁ କପଡା ତିଆରି ଟିଫିନ ବ୍ୟାଗ ଠାରୁ ଆରମ୍ଭ କରି ପାରିବା କିଣିବା ପାଇଁ ଥାକ ଥାକ ହୋଇ ଥିବା ବ୍ୟାଗ, ସବୁଠାରୁ ବଡ କଥା ହେଲା କୋୖଣସି ଦେକାନ ରୁ କପଡା ନ କିଣି ନିଜ ଘରେ ପଡି ରହିଥିବା ପୁରଣା କପଡା କୁ ବ୍ୟବହାର ବେଶ ସୁନ୍ଦର ସୁନ୍ଦର ବ୍ୟାଗ ସବୁ ତିଆରି କରୁଛନ୍ତି ଏହି ମହିଳା ମାନେ। ଗୋଟିଏ ପଟେ ଏହି ମହିଳା ମାନଙ୍କ ପାଇଁ ଏକ ବ୍ୟାଗ ତିଆରି କରି ରେଜଗାର ର କିଛି ନୂଆ ବାଟ ଫିଟି ଥିବା ବେଳେ ପରିବେଶ ପ୍ରଦୂଷଣ କୁ ବି ରେକିବାର ସାହାୟକ ହେଉଛନ୍ତି ଏମାନେ।

ବାଇଟ- କବିତା ନାୟକ
ବାଇଟ- ଏନ ରାଜକୁମାରୀ, ପ୍ରଶିକ୍ଷୀକା
ବାଇଟ- ପି ବାନି
ବାଇଟ-ବିଦ୍ୟାଧର ବେଉରିଆ, ପ୍ରେଜେକ୍ଟ ଡ଼ାଇରେକ୍ଟର ଚେଷ୍ଟା ଫାଉଣ୍ଡେସନ,

ଫାଇନାଲ ଭିଓ
ଗୋଟିଏ ବ୍ୟାଗ ପିଛା 10 ଟଙ୍କା ଆୟ କରୁଥିବା ଏହି ମହିଳା ମାନେ ଏକା ସାଙ୍ଗରେ ନିଜ ପାଇଁ ଓ ପରିବେଷ ପାଇଁ ଯାହା ଲାଭଦାୟକ ହୋଇ ପାରିବ। ସତରେ ଚେଷ୍ଟା ଫାଉଣ୍ଡେସନ ର ଏହି ଚେଷ୍ଟା ସତରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

Body:ଭିଓ1

Conclusion:
Last Updated : Sep 25, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.