ETV Bharat / city

ତୀର୍ଥଯାତ୍ରାରେ ବାହାରିଲେ ବରିଷ୍ଠ ନାଗରିକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - ବରିଷ୍ଠ ନାଗରିକଙ୍କ ହରିଦ୍ଵାର-ଋଷିକେଶ ଯାତ୍ରା

ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ବାଲେଶ୍ବରରୁ ପ୍ରଥମ କରି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି। ଏହାସହ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

_senior citizen tour
ବରିଷ୍ଠ ନାଗରିକଙ୍କ ହରିଦ୍ଵାର-ଋଷିକେଶ ଯାତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
author img

By

Published : Dec 13, 2019, 5:11 PM IST

ଭୁବନେଶ୍ବର: ଗଡିଲା ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ। ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ବାଲେଶ୍ବରରୁ ପ୍ରଥମ କରି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି।

ବରିଷ୍ଠ ନାଗରିକଙ୍କ ହରିଦ୍ଵାର-ଋଷିକେଶ ଯାତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ହରିଦ୍ବାର-ଋଷିକେଶ ଅଭିମୁଖେ ଏହି ଆଧ୍ୟାତ୍ମିକ ଯାତ୍ରା । ତେବେ ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ଏହି ତୀର୍ଥଯାତ୍ରାରେ ଭଦ୍ରକ, ବାଲେଶ୍ବର, ଯାଜପୁର,ମୟୂରଭଞ୍ଜ, କେଉଁଝର,ଜିଲ୍ଲାର ୯୭୦ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ୩୦ ଜଣ ଏସକଟ୍ ଅଫିସର ନିୟୋଜିତ ହୋଇଛନ୍ତି ।

ବାଲେଶ୍ବର ଠାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ୧୨ହଜାର ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ କରି ସାରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Intro:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ
ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ବାଲେଶ୍ୱରରୁ ବରିଷ୍ଠ ନାଗରିକଙ୍କ ପାଇଁ ୧ମ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ ହେଉଛି। ହରିଦ୍ୱାର-ଋଷିକେଶ ଅଭିମୁଖେ ଏହି ଆଧ୍ୟାତ୍ମିକ ଯାତ୍ରା ବରିଷ୍ଠ ନାଗରିକ ଙ୍କ ଏହି ଯାତ୍ରା ର Body:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଆଜି ଏହି ତିର୍ଥଯାତ୍ରାରେ ଭଦ୍ରକ ବାଲେଶ୍ବର, ଯାଯପୁର,ମୟୂରଭଞ୍ଜ, କେଉଁଝର,ଜିଲ୍ଲାର ୯୭୦ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି ।ଏହି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ୩୦ ଜଣ ଏସକଟ୍ ଅଫିସର ନିୟୋଜିତ ହୋଇଛନ୍ତି । ବାଲେଶ୍ବର ଠାରେ ସଂସ୍କୃତି ମନ୍ତ୍ରୀ ଜୈତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।Conclusion:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।୨୦୧୬ ମସିହାରୁ ଏହି କାର୍ଯ୍ୟକ୍ରମ ରେ ୧୨ହଜାର ବରିଷ୍ଠ ନିଗରିକ ତୀର୍ଥ ଭମଣ କରିସାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.