ETV Bharat / city

ଫିଲ୍ମ ଫେୟାରରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’ - ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ନବାବ’

ଫିଲ୍ମ ଫେୟାର ଆୱାର୍ଡରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର । ଆଡ୍ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ପୁଅ ଦୟାନିଧି ଦହିମାଙ୍କ କ୍ଷୁଦ୍ର ଫିଲ୍ମ ‘ନବାବ’ ଫିଲ୍ମ ଫେୟାର-2020 ଦୌଡରେ ସାମିଲ । ଅଧିକ ପଢନ୍ତୁ...

short film Nabab
ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’
author img

By

Published : Jan 31, 2020, 9:10 PM IST

ଭୁବନେଶ୍ବର: ଫିଲ୍ମ ଫେୟାର ଆୱାର୍ଡରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର । ଆଡ୍ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ପୁଅ ଦୟାନିଧି ଦହିମାଙ୍କ କ୍ଷୁଦ୍ର ଫିଲ୍ମ ‘ନବାବ’ ଫିଲ୍ମ ଫେୟାର-2020 ଦୌଡରେ ସାମିଲ ।

ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’

କ୍ଷୁଦ୍ର ଫିଲ୍ମ ଧାରାରେ 35ଟି ଫିଲ୍ମ ଚୟନ ହୋଇଥିବା ବେଳେ ଦୟାନିଧିଙ୍କ ଫିଲ୍ମ ସ୍ଥାନ ପାଇଛି । ଫିଲ୍ମରେ ବଲିଉଡର ଜଣାଶୁଣା ଅଭିନେତା ଅପାରଶକ୍ତି ଖୁରାନା, ମଲ୍ଲିକା ଦୁଆ, ଗୀତିକା ବିଦ୍ୟା, ମାରିୟା ଗୋରେଟି ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି 8 ମିନିଟ ଅବଧିର ହୋଇଥିବା ବେଳେ ପତି-ପତ୍ନୀଙ୍କ ମଧ୍ୟରେ ହେଉଥିବା କଳହକୁ ଗୋଟିଏ ଗୃହପାଳିତ କୁକୁର ସମାଧାନ କରୁଛି ତାକୁ ନେଇ କାହାଣୀ ରହିଥିବାର କହିଛନ୍ତି ଦୟା । ତେବେ ଦୟାନିଧି ଦହିମାଙ୍କ ଜନ୍ମ ଓଡିଶାର ରାଜଗାଙ୍ଗପୁରରେ ହୋଇଥିବା ବେଳେ ତାଙ୍କର ନିଜସ୍ବ ପ୍ରଯୋଜନା ସଂସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଫିଲ୍ମ ଫେୟାର ଆୱାଡ଼ ରେ ଓଡ଼ିଆ ପୁଅ ଦୟାନିଧି ଙ୍କ ଫିଲ୍ମ ' ନବାବ'

ଆଡ଼ ଫିଲ୍ମ ରେ ସୁଖ୍ୟାତି ଅର୍ଜନ କରି ଥିବା ଓଡ଼ିଆ ପୁଅ ଦୟାନିଧି ଦହିମା ଏବେ ପୁଣି ଚର୍ଚ୍ଚା ରେ ରହିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନବାଵ ଫିଲ୍ମ ଫେୟାର ର ସର୍ଟ ଫିଲ୍ମ ଆୱାର୍ଡ଼ 2020 ଦୌଡ଼ ରେ ସାମିଲ ହୋଇଛି। ଫିଲ୍ମ ଫେୟାର ର ସର୍ଟ ଫିଲ୍ମ ଆୱାର୍ଡ଼ 2020 ପାଇଁ 35 ରି ଫିଲ୍ମ ଚୟନ କରାଯାଇଥିବା ବେଳେ ଦୟା ଙ୍କ ଫିଲ୍ମ ମଧ୍ୟ ସେଠାରେ ନିଜର ସ୍ଥାନ ପାଇଛି।। ଫିଲ୍ମ ରେ ବଲିଉଡ ର ଜଣାଶୁଣା ଅଭିନେତା ଅପାରଶକ୍ତି ଖୁରାନା, ମଲ୍ଲିକା ଦୁଆ, ଗୀତିକା ବିଦ୍ୟା, ମାରିୟା ଗୋରେଟି ପ୍ରମୁଖ ଅଭିନୟ କରିଛନ୍ତି।ଫିଲ୍ମ ଟି 8 ମିନିଟ ଅବଧି ର ହୋଇଥିବା ବେଳେ ପତି ପତ୍ନୀ ଙ୍କ ଭିତରେ ହେଉଥିବା କଳହ କୁ ଗୋଟିଏ ଗୃହପାଳିତ କୁକୁର ସମାଧାନ କରୁଛି ତାକୁ ନେଇ କାହାଣୀ ରହିଥିବାର କହିଛନ୍ତି ଦୟା। ଓଡ଼ିଶାର ରାଜଗାଙ୍ଗ ପୁର ରେ ଦୟାନିଧି ଦହିମା ଙ୍କ ଜନ୍ମ । ଦୟା ଙ୍କ ନିଜସ୍ୱ ଏକ ପ୍ରଜେଜନା ସଂସ୍ଥା ମଧ୍ୟ ରହିଛି।

Body:ଫିଲ୍ମ ଫେୟାର ଆୱାଡ଼ ରେ ଓଡ଼ିଆ ପୁଅ ଦୟାନିଧି ଙ୍କ ଫିଲ୍ମ ' ନବାବ'

ବି ଦ୍ର ଦୁଇଟି ବାଇଟ ପଠାଇଛି, ହିନ୍ଦୀ ଓ ଓଡ଼ିଆ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.