ETV Bharat / city

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ - bhubaneswar handicraft training centers sexual harassment

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ଘଟଣା ସ୍ଥଳ ପରିଦର୍ଶନ କଲା ପରେ ପ୍ରଦେଶ କଂଗ୍ରେସ କମିଟିର ମହିଳା ଟିମର ସାମ୍ବାଦିକ ସମ୍ମିଳନୀ । ଗେଟ ବାହାରୁ ଫେରିବା ପରେ ଟିମର ପ୍ରତିକ୍ରିୟା ରଖି କହିଛି ଯେ ତୁରନ୍ତ ଦୋଷୀଙ୍କୁ ଗିରଫ କରାଯାଉ । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

author img

By

Published : Jan 25, 2021, 10:50 PM IST

ଭୁବନେଶ୍ୱର : ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ଘଟଣା ସ୍ଥଳ ପରିଦର୍ଶନ କଲା ପରେ ପ୍ରଦେଶ କଂଗ୍ରେସ କମିଟିର ମହିଳା ଟିମର ସାମ୍ବାଦିକ ସମ୍ମିଳନୀ । ଗେଟ ବନ୍ଦ ପାଇଁ ବାହାରୁ ଫେରିଲା ଟିମ୍ । ବାହାରୁ ଫେରିବା ପରେ ଟିମର ପ୍ରତିକ୍ରିୟା ରଖି କହିଛି ଯ୍, ତୁରନ୍ତ ଦୋଷୀଙ୍କୁ ଗିରଫ କରାଯାଉ ।

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ଘଟଣାକୁ ଦୁଇମାସ ବିତିଯାଇଥିଲେ ମଧ୍ୟ କଣ କରୁଥିଲା ପୋଲିସ । କାହିଁକି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ ? ବିଭାଗୀୟ ମନ୍ତ୍ରୀ, ଭିର୍ଣ୍ଣକ୍ଷମ ତାଲିମ କେନ୍ଦ୍ରର ସଭାପତି ମଧ୍ୟ ବିଧାୟକ ,ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର । ମୁଖ୍ୟମନ୍ତ୍ରୀ 24 ଘଣ୍ଟା ଭିତରେ ସ୍ପଷ୍ଟୀକରଣ ଦିଅନ୍ତୁ ନଚେତ କଂଗ୍ରେସ ଏ ଯୌନ ଅଭିଯାନ ବିରୋଧରେ ସଂଗ୍ରାମ ଜୋରଦାର କରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.