ETV Bharat / city

ରାଜଧାନୀରେ ସେକ୍ସ ରାକେଟର ଟପ ସିକ୍ରେଟ; ଫେକ ଆଧାର କାର୍ଡରେ ବାଂଲା ଗାର୍ଲଙ୍କ ସେକ୍ସ ସିଣ୍ଡିକେଟ - sex racket top secrete

ରାଜଧାନୀରେ ମାତିଛନ୍ତି ଦେହ ଦଲାଲ । ବଙ୍ଗୀୟ ପରେ ଏବେ ବାଂଲା ଗାର୍ଲ ରାଜଧାନୀ ଗ୍ରାହକଙ୍କୁ ଯୋଗାଉଛନ୍ତି ସେବା । ଏସବୁର ଗୁମର ଖୋଲିଛି ଏବେ । ପଢନ୍ତୁ ଅଧିକ...

PHOTO
ସେକ୍ସ ସିଣ୍ଡିକେଟ
author img

By

Published : Dec 18, 2019, 11:18 PM IST

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ବଦଳିଛି ଦେହ ବେପାରର ତରିକା । ବଦଳିଛି ଗ୍ରାହକ ଯୋଗାଡର ମାଧ୍ୟମ । ବଦଳିଛି ରେଟ ମୁଲଚାଲର ପ୍ରକ୍ରିୟା । ଧଡପଗଡ ଚାଲିଛି, ଚଢାଉ ହେଉଛି, ଦଲାଲ ଗ୍ରାହକ ଗିରଫ ହେଉଛନ୍ତି । ହେଲେ ବନ୍ଦ ହେଉନାହିଁ ଦେହ ବ୍ୟବସାୟ । ଆଗକୁ ଆସୁଛି ନୂଆବର୍ଷ । ଜମିବ ବେପାର । ରଙ୍ଗିନ ହେବ ରାତି । ଉଡିବ ଟଙ୍କା । ଆଉ ଏହାକୁ ସୁଯୋଗ ଭାବି ଦେଶର ଏକ ନମ୍ବର ସ୍ମାର୍ଟ ସିଟିରେ ପସାରା ମେଲାଇଛନ୍ତି ରୂପଜୀବୀ । ଏବେ ଖାଲି ବଙ୍ଗୀୟ ରୂପଜୀବୀ ନୁହଁନ୍ତି ଆମଦାନୀ ହେଇଛନ୍ତି ବାଂଲାଦେଶୀ ଯୁବତୀ । ଯାହାର ପ୍ରମାଣ ହେଉଛି ମଙ୍ଗଳବାର ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବା ଘଟଣା ।

ଖୋଲିଛି ସେକ୍ସ ରାକେଟର ଟପ ସିକ୍ରେଟ

ଫେକ ଆଧାର କାର୍ଡରେ ବର୍ଡର ଭିତରେ ଏଣ୍ଟ୍ରି କରି ଚିପ ରେଟରେ ସେକ୍ସ ରାକେଟର ଡିଲ ହେଉଛି । ବଙ୍ଗୀୟ ଦଲାଲ ସାଜିଛନ୍ତି ମାଷ୍ଟରମାଇଣ୍ଡ, ଫାଇଦା ଉଠାଉଛନ୍ତି ବାଂଲାଦେଶୀ ରୂପଜୀବୀ। ଆଉ ବଦନାମ ହେଉଛି ଭୁବନେଶ୍ବର । ନକଲି ପରିଚୟ ପତ୍ର ଆଧାରରେ ଏବେ ରାଜଧାନୀରେ ଦେହ ବ୍ୟବସାୟ କରୁଛନ୍ତି ଅନେକ ବାଂଲାଦେଶୀ ଯୁବତୀ । ମାସ ମାସ ଧରି ରାଜଧାନୀରେ ତାଙ୍କ ପାଇଁ ରହୁଛି ହୋଟେଲ ବୁକିଂ।

PHOTO
ଖୋଲିଛି ସେକ୍ସ ରାକେଟର ଟପ ସିକ୍ରେଟ
ହୋଟେଲ କର୍ତ୍ତୃପକ୍ଷ ଓ ଦଲାଲ ମିଶି ଚଲାଇଛନ୍ତି ସେଟିଂ । ଏମିତି କିଛି ସୁରାକ ଲାଗିଛି ପୋଲିସ ହାତରେ। ଷ୍ଟେସନ ସ୍କୋୟାରର ଏକ ହୋଟେଲରେ ଯୁବତୀଙ୍କୁ ଅସଦାଚରଣ ଘଟଣା ପରେ ଖୋଲିଛି ସିକ୍ରେଟ। ଫେକ ଆଧାର କାର୍ଡରେ ରାଜଧାନୀରେ ବିଚରଣ କରୁଛନ୍ତି ବାଂଲାଦେଶୀ ଗାର୍ଲ। ରାତି ପିଛା ନେଉଛନ୍ତି ୫ ରୁ ୬ ହଜାର ଟଙ୍କା । ହ୍ବାଟସପରେ ହେଉଛି ଗ୍ରାହକ ଯୋଗାଡ । ଆଉ ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କ ରହୁଛି ଆଡଭାନସ ବୁକିଂ। ମାଲମାଲ ଦେହ ଦଲାଲ । ଫାଇଦା ଆଉ ଫାଇଦା ଉଠାଉଛନ୍ତି ହୋଟେଲ କର୍ତ୍ତୃପକ୍ଷ। ରାଜଧାନୀରେ ଅନେକ ହୋଟେଲରେ ଚାଲୁଛି ଏମିତି କାରବାର। ପୋଲିସ ଚେକିଂର ଦୁର୍ବଳ ଯୋଗୁଁ ପଡୁନି କୌଣସି ପ୍ରଭାବ। ଏହାସହ ରୂପଜୀବୀଙ୍କ ପାଖରେ ଆଧାର କାର୍ଡ ଥିବା ଯୋଗୁଁ ରହୁନି ପୋଲିସ ଭୟ। ଆଧାର କାର୍ଡର ଗଳାବାଟ ଦେଇ ବେଧଡକ ଚଲାଇଛନ୍ତି ସେକ୍ସ ରାକେଟ ।
PHOTO
ଖୋଲିଛି ସେକ୍ସ ରାକେଟର ଟପ ସିକ୍ରେଟ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖୋଲିଛି ସେକ୍ସ ରାକେଟର ଟପ ସିକ୍ରେଟ
ବଙ୍ଗିୟ ନୁହେଁ ବାଙ୍ଗଲା ଗାର୍ଲଙ୍କ ସେକ୍ସ ସିଣ୍ଡିକେଟBody:ଖୋଲିଛି ସେକ୍ସ ରାକେଟର ଟପ ସିକ୍ରେଟ
ବଙ୍ଗିୟ ନୁହେଁ ବାଙ୍ଗଲା ଗାର୍ଲଙ୍କ ସେକ୍ସ ସିଣ୍ଡିକେଟ
ଫେକ ଆଧାରକାର୍ଡରେ ବର୍ଡର ଭିତରେ ଏଣ୍ଚ୍ରି
ଚିପ ରେଟରେ ସେକ୍ସ ରାକେଟର ଡିଲ
ବଙ୍ଗିୟ ଦଲାଲ ସାଜିଛନ୍ତି ମାଷ୍ଟରମାଇଣ୍ଡ,
ଫାଇଦା ଉଠାଉଛନ୍ତି ବାଙ୍ଗଲାଦେଶି ରୁପଜିବି।
ମାସ ମାସଧରି ରାଜଧାନୀରେ ରହୁଛି ବୁକିଂ।
ହୋଟେଲ ଓ ଦଲାଲ ମିସି ଚଲାଇଛନ୍ତି ସେଟିଂ।
ବାଇଟ-ହୋଟେଲ କର୍ମଚାରି।
ଏମିତି କିଛି ସୁରାକ ଲାଗିଛି ପୋଲିସ ହାତରେ।
ଷ୍ଟେସନ ସ୍କୋୟାରର ଏକ ହୋଟେଲରେ ଯୁବତିଙ୍କୁ ଅସଦାଚରଣ ଘଟଣା ପରେ ଖୋଲିଛି ସିକ୍ରେଟ।
ଫେକ ଆଧାରକାର୍ଡରେ ବୁଲୁଛନ୍ତି ବାଙ୍ଗଲାଦେଶି ଗାର୍ଲ।
ରାତି ପିଛା ନେଉଛନ୍ତି ୫ରୁ ୬ ହଜାର । ଶିତ ଦିନ ଯୋଗୁ ରହୁଛି ବହୁତ ଡିମାଣ୍ଡ।ହ୍ବାଟସପରେ ଚାଲୁଛି ସେଟିଂ।ପର୍ଯଟକଙ୍କ ରହୁଛି ଆଡଭାନସ ବୁକିଂ।ମାଲମାଲ ଦେହ ଦଲାଲ ଫାଇଦା ଉଠାଉଛନ୍ତି ହୋଟେଲ କତୃପକ୍ଷ।
ରାଜଧାନୀରେ ଅନେକ ହୋଟେଲରେ ଚାଲୁଛି କାରବାର
ଆଧାରକାର୍ଡ ଯୋଗୁ ରହୁନି ଭୟ।ପୋଲିସ ଚେକିଂ ଦୁର୍ବଳ ଯୋଗୁ ପଡୁନି ପ୍ରଭାବ।ଆଧାରକାର୍ଡର ଗଳାବାଟ ଦେଇ ବେଧଡକ ଚଲାଇଛନ୍ତି ସେକ୍ସ ରାକେଟ କାରବାର।
Ptc

Conclusion:Kinndly blur Identy of face and name and number of adharcard
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.