ETV Bharat / city

ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଘଡଘଡି ସହ ବର୍ଷା ସମ୍ଭାବନା - rain

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘୁଆ ରହିବା ଉତ୍ତର ଓଡିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ସାମାନ୍ୟ ଧରଣର ବର୍ଷା ହେବ ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଫାଇଲ ଫଟୋ
author img

By

Published : Jun 4, 2019, 5:27 PM IST

ଭୁବନେଶ୍ବର: ଉତ୍ତର ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘୁଆ ରହିବା ଉତ୍ତର ଓଡିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ସାମାନ୍ୟ ଧରଣର ବର୍ଷା ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପ ମାତ୍ରାରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି । କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି, କଳାହାଣ୍ଡି ଆଦି ଜିଲ୍ଲାରେ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟଳୟ ପକ୍ଷରୁ ଜଣାପଡିଛି । ଅନ୍ୟପଟେ ଆସନ୍ତା ଦୁଇ ଦିନ ରାଜ୍ୟରେ ତାପମାତ୍ରା କିଛି ମାତ୍ରାରେ ବୃଦ୍ଧି ପାଇପାରେ ବୋଲି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାଏ, ଇଟିଭି ଭାରତ

ଆସନ୍ତା 24 ଘଣ୍ଟା ଭିତରେ ଉତ୍ତର ଓଡିଶା ରେ ହୋଇ ପାରେ ବର୍ଷା ସହ ଘଡଘଡି। ଏଭଳି ପୂର୍ବା ଅନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ। ଏହା ସହ ଦକ୍ଷିଣ ଓଡ଼ିଶା ର କିଛି ଜିଲ୍ଲାରେ ଅଳ୍ପ ମାତ୍ରାରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି।  କେରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି, କଳାହାଣ୍ଡି ଆଦି ଜିଲ୍ଲାରେ ସନ୍ଧ୍ୟା ସମୟ ରେ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟଳୟ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ଆସନ୍ତା ଦୁଇ ଦିନ ରାଜ୍ୟ ରେ ତାପମାତ୍ରା କିଛି ମାତ୍ରା ରେ ବୃଦ୍ଧି କରିପାରେ ବୋଲି ଆଞ୍ଚଳିକ ପଣିପାଗ ବିଭାଗ ର ମୁଖ୍ୟ ସୂଚନା ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.