ETV Bharat / city

କୋରୋନାରେ ଆଖି ବୁଜିଲେ ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ - Sumanta Mohanty

ରାଉରକେଲାରେ କାର୍ଯ୍ୟରତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁମନ୍ତ ମହାନ୍ତିଙ୍କ ପରଲୋକ । କୋରୋନା ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ..

କୋରୋନାରେ ଆଖି ବୁଜିଲେ ବରିଷ୍ଠ  ଭିଡିଓ ଜର୍ଣ୍ଣାଲିଷ୍ଟ

author img

By

Published : May 12, 2021, 7:14 PM IST

ଭୁବନେଶ୍ବର: ପୁଣି କୋରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ବୁଧବାର ରାଉରକେଲାରେ କାର୍ଯ୍ୟରତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁମନ୍ତ ମହାନ୍ତି (50)କୋରୋନାରେ ପ୍ରାଣ ହରାଇଛନ୍ତି । ଏକ ଆଞ୍ଚଳିକ ଘରୋଇ ଗଣମାଧ୍ୟମ ଚ୍ୟାନେଲରେ ସେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ ।

ଗତ 5 ଦିନ ଧରି ସୁମନ୍ତ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସାରା ରାଜ୍ୟର ସାମ୍ବାଦିକମାନେ ସୁମନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.