ETV Bharat / city

କୋରୋନା ପ୍ରଭାବ, କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା - ଧାରା 144 ଲାଗୁ

କୋରୋନା ପ୍ରଭାବ, କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା

author img

By

Published : Mar 18, 2020, 11:12 PM IST

Updated : Mar 19, 2020, 10:33 AM IST

22:51 March 18

କୋରୋନା ପ୍ରଭାବ, କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା

କୋରୋନା ପ୍ରଭାବ, କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା
କୋରୋନା ପ୍ରଭାବ, କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା

ଭୁବନେଶ୍ବର: କାକଟପୁର ମା‘ ମଙ୍ଗଳାଙ୍କ ପୀଠରେ ଚାଲିଛି ଚୈତ୍ର ମଙ୍ଗଳବାର ପାଳି। ଏହି ସମୟରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ। ମାତ୍ର କୋରୋନା ପାଇଁ ଲାଗୁ ହୋଇଛି କଟକଣା । ତେଣୁ ଭିଡ ଏଡାଇବାକୁ ଜିଲ୍ଲା ପ୍ରଶାସନ ପୁରା ଦମ୍‌ରେ ଆରମ୍ଭ କରିଛି ପ୍ରୟାସ ।  

ବାରମ୍ବାର ମାଇକ ଯୋଗେ ପ୍ରଚାର କରାଯାଇଛି। ଆଉ ଶେଷରେ ଲୋକେ ଧାରା 144 ଲାଗୁ କରିଛନ୍ତି ସ୍ଥାନୀୟ ତହସିଲଦାର। ମଙ୍ଗଳ ମନ୍ଦିର ପରିସରରେ ଏହି କଟକଣା ଲାଗୁ ହୋଇଛି।  

ତେବେ ଆଗକୁ ରହିଛି ଝାମୁ ଯାତ୍ରା। ବିଭିନ୍ନ ସ୍ଥାନରୁ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ପ୍ରଶାସନ ଆଉ ରିସ୍କ ନେବାକୁ ପସନ୍ଦ କରି ନାହିଁ। ଆଉ ସେଥିପାଇଁ ଜାରି କରାଯାଇଛି 144 ଧାରା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 19, 2020, 10:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.