ETV Bharat / city

ଏଣିକି ଦିନକୁ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ - ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ

ପ୍ରଧାନ ଶିକ୍ଷକମାନେ ଦୈନିକ ଅତି କମରେ 2ଟି କ୍ଲାସ ନେବେ । ଏହା ସହ ଅନ୍ୟ ଶିକ୍ଷକଙ୍କ ପାଠପଢା ମଧ୍ୟ ତଦାରଖ କରିବେ । ଅଧିକ ପଢନ୍ତୁ...

ଏଣିକି ଦିନକୁ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ

author img

By

Published : Apr 6, 2021, 10:01 AM IST

ଭୁବନେଶ୍ବର: ଏଣିକି ପ୍ରଧାନ ଶିକ୍ଷକମାନେ ଦୈନିକ ଅତି କମରେ 2ଟି କ୍ଲାସ ନେବେ । ଏହା ସହ ଅନ୍ୟ ଶିକ୍ଷକଙ୍କ ପାଠପଢା ମଧ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଏଣିକି ଦିନକୁ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ
ଏଣିକି ଦିନକୁ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ

ପ୍ରଧାନ ଶିକ୍ଷକ ହେଉଛନ୍ତି ସ୍କୁଲର ସବୁଠାରୁ ଅଭିଜ୍ଞ ଶିକ୍ଷକ । ଉଚ୍ଚ ଶିକ୍ଷିତ ମଧ୍ୟ । ତେଣୁ ତାଙ୍କର ପାଠପଢା ଶୈଳୀ ଅନ୍ୟ ସହକାରୀ ଶିକ୍ଷକଙ୍କ ଠାରୁ ଉନ୍ନତ । ଛାତ୍ରଛାତ୍ରୀ ମାନେ ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଅନେକ ଶିଖିବାକୁ ପାଇବେ ।

ନିକଟରେ କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନରେ ଯାଇଥିଲେ । ସେମାନେ ପ୍ରଧାନଶିକ୍ଷକମାନେ ପାଠପଢାଉ ନ ଥିବା ଦେଖିବାକୁ ପାଇଥିଲେ । ପ୍ରଧାନଶିକ୍ଷକମାନେ କେବଳ ସ୍କୁଲ ପରିଚାଳନାରେ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବ୍ୟସ୍ତ ରହୁଥିବା ଦେଖିବାକୁ ପାଇଥିଲେ । ସେଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏଭଳି ଚିଠି ଲେଖାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.